Entertainment

‘ ଉରି ‘ ସିନେମାରେ ୟାମି ଗୌତମଙ୍କ ନାୟକ କିଏ ହେବେ ଜାଣନ୍ତୁ ?

ନିର୍ଦେଶକ ଆଦିତ୍ୟ ଧରଙ୍କ ଡ଼େବ୍ୟୁ ସିନେମା

ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ ସିନେମା ‘ ଉରି ‘ରେ ଅଭିନେତ୍ରୀ ୟାମି ଗୌତମ ଭିକି କୌଶଲଙ୍କ ସହ ଅଭିନୟ କରିବେ । ଏହା ହେଉଛି ନିର୍ଦେଶକ ଆଦିତ୍ୟ ଧରଙ୍କ ଡ଼େବ୍ୟୁ ସିନେମା । ସିନେମାର ପ୍ରଯୋଜନ ଦେଇଛନ୍ତି ରୋନି ସ୍କୃୱାଲା ପ୍ରଡକ୍ସନ ।

‘ ଉରି ‘ ସିନେମାରେ ୟାମି ଗୌତମ ଜଣେ ଇଣ୍ଟେଲିଜେନ୍ସି ଅଫିସର ଭାବେ ଅଭିନୟ କରୁଥିବା ବେଳେ ଭିକି କୌଶଲ କମାଣ୍ଡର ଇନ୍ ଚିଫ୍ ଭୂମିକରେ ଅଭିନୟ କରୁଛନ୍ତି । ଯିଏ କାଶ୍ମୀରର ଉରିର ଭାରତୀୟ ସେନା ଶିବିରରେ ଆତଙ୍କବାଦୀ ଆକ୍ରମଣ ପରେ ସେନା ସମୂହ ନେତୃତ୍ଵ ନେଇଥିଲେ ।

ଏହି କାହାଣୀ ଉପରେ ଆଦିତ୍ୟ ଖୁବ୍ ଗବେଷଣା କରିବା ପରେ ଏହାକୁ ନେଇ ବେଶ ଖୁସି ମଧ୍ୟ ଅଛନ୍ତି । କେବଳ ଆଦିତ୍ୟ ନୁହଁନ୍ତି ୟାମି ଗୌତମ ମଧ୍ୟ ଖୁସି ଅଛନ୍ତି । ୟାମି କହିଛନ୍ତି , ପ୍ରଥମ ଥର ପାଇଁ ଏଭଳି ଭୂମିକରେ ଅଭିନୟ କରୁଛି । ଏଥିରେ ମୁଁ ଆଜିକାଳିକା ଝିଅଙ୍କ ସାହାସ ଓ ଶକ୍ତିର ପ୍ରତିନିଧିତ୍ଵ କରୁଛି ।

ପଢନ୍ତୁ ;

ସରିଲା ରତ୍ନଭଣ୍ଡାର ଯାଞ୍ଚ କିନ୍ତୁ ଫିଟି ପାରିଲାନି ସଠିକ ରହସ୍ୟ

Related posts

ମ୍ୟାଡମ ତୁସାଦ ମ୍ୟୁଜିୟମରେ କରନ୍‌ ଜୋହର

ENO Beuro

‘ଭାରତ’ ଫିଲ୍ମରେ ପ୍ରିୟଙ୍କାଙ୍କ ବଦଳରେ ନଜର ଆସିବେ ଏହି ନାୟିକା

ENO Beuro

ପରଦାକୁ ଆସିଯାଇଛି ଆଉ ଏକ ନୂଆ ଓଡ଼ିଆ ସିନେମା

ENO Beuro

Leave a Comment