Movie Trailers

ଓଡିଆ ଫିଲ୍ମ ”ବିଜୁ ବାବୁ”ର ଟ୍ରେଲର ଓ ମ୍ୟୁଜିକ ରିଲିଜ

ଗତକାଲି ରିଲିଜ ହୋଇଯାଇଛି ଓଡିଆର ବହୁ ପ୍ରତିଖିତ ଫିଲ୍ମ ବିଜୁବାବୁର ଟ୍ରେଲର ଓ ମ୍ୟୁଜିକ। ଏହି ଫିଲ୍ମଟି ବିଜୁବାବୁଙ୍କର ଆତ୍ମକହାଣୀ   ନୁହେଁ  ବୋଲି କହିଛନ୍ତି ଡକ୍ଟର ନୀଳମାଧବ ପଣ୍ଡା। ଏହା ମହାନ ନେତାଙ୍କର ଚିନ୍ତାଧାରା, ସ୍ପିରିଟ ଏବୋଂ ଆକର୍ଷିତ କରିବା ଭଳି ବ୍ୟକ୍ତିତ୍ବ ଉପରେ ପର୍ଜ୍ୟବେଶିତ। ଯାହାକି ଓଲିଉଡରେ ଏକ ନୂତନ ଇତିହାସ ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି। ମୁଖ୍ୟ ଚରିତ୍ରରେ ଅନୁଭବ ଥିବାବେଳେ ନାୟିକା ରୂପେ କମ କାମ କରିଥିବା ସୁପ୍ରିୟା ନାୟକ  କହିଛନ୍ତି, ” ବିଜୁବାବୁ” ଚଳଚିତ୍ରରେ କରହୟ କରିବାର ଅନୁଭୂତି ହିଁ କିଛି ନିଆରା।

ଏହି ଚଳଚିତ୍ରଟି ଦର୍ଶକମାନଙ୍କୁ ଆକର୍ଷିତ କରିବ ବୋଲି ଆଶା କରିଛନ୍ତି ନିର୍ଦେଶକ ଓ ପ୍ରଯୋଜକ। ଏକ ନୂତନ ମନୋରଞ୍ଜନର ଖୋରାକ ହୋଗାଇବା। ଏହି ଚଳଚିତ୍ର ପାଇଁ  ଅଗ୍ରଣୀ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅନନ୍ୟା, ଦିପ୍ତିରେଖା କଣ୍ଠ ଦାନ କରିଛନ୍ତି। ତେବେ ଏହି ଚଳଚିତା ପାଇଁ ମ୍ୟୁଜିକ ସୁନାମଧାନ୍ୟ ନିର୍ଦେଶକ ପ୍ରେମ ଆନନ୍ଦଙ୍କ ଦ୍ଵାରା ଅତି ସୃଜନାତ୍ମକ ଭାବେ ଡିଜାଇନ କରାଯାଇଛି ବୋଲି   କହିଛନ୍ତି। ଏହି ଫିଲ୍ମରେ ୪ଟି ଆକର୍ଷଣୀୟ ସଂଗୀତା ଅନେକ ଡ୍ରାମା, ଆକ୍ସନ, ରୋମାନ୍ସ ଏବୋଂ କମେଡି ଭରି ରହିଛି।

ପଢନ୍ତୁ: ଆସନ୍ତା କାଲି ପରଦାକୁ ଆସୁଛି ବିବାଦୀୟ ଫିଲ୍ମ ‘ମେରେ ପ୍ୟାରେ ପ୍ରାଇମ୍‌ ମିନିଷ୍ଟର’

Related posts

God Father Odia Movie Trailer

Jitendra

ଅକ୍ଷୟ କୁମାର ଙ୍କ ଫିଲ୍ମ ‘ପ୍ୟାଡ଼୍‍ ମ୍ୟାନ୍‌’ର ରିଲିଜ୍‌ ତାରିଖ ବଦଳିଲା,ଜାଣନ୍ତୁ ଏହାର କାରଣ କ’ଣ

ENO Beuro

Jaga Hatare Pagha First Look Trailer Anubhav, Jhilik

Jitendra

Leave a Comment