LIFESTYLE

ଯୋଗ ନା ଜିମ : ଜାଣନ୍ତୁ କେଉଁଟା ଆପଣଙ୍କ ଶରୀର ପାଇଁ ଲାଭଦାୟକ

ଆପଣ  ଦ୍ୱନ୍ଦରେ ପଡ଼ୁଛନ୍ତି କି ଆପଣଙ୍କ ଶରୀର ପାଇଁ ଜିମ୍ ଯିବା ଲାଭଦାୟକ ନା ଶରୀର ପାଇଁ ଯୋଗ ଅଭ୍ୟାସ ଲାଭଦାୟକ । ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ହିଁ ନିର୍ଭର କରିଥାଏ । ଜିମ୍ ଏବଂ ଯୋଗର ଏହି ଉପକାରୀତା ସଂପର୍କରେ ଜାଣିଲେ ଆପଣ ବୁଝିପାରିବେ କି ଆପଣଙ୍କ ପାଇଁ ଏମାନଙ୍କ ମଧ୍ୟରୁ ବେଶୀ ଉପକାରୀ କିଏ ?

ଜିମ୍ ଏବଂ ଯୋଗର ଉପକାରିତା

ଯୋଗ କରିବାଦ୍ୱାରା ମସ୍ତିଷ୍କ ଶାନ୍ତ ହୋଇଥାଏ । ଏବଂ ଶରୀରକୁ ସକରାତ୍ମକ ଉର୍ଜା ମିଳିଥାଏ ।ଏହାକୁ କରିବାଦ୍ୱାରା ଶରୀର କୋମଳ ହୋଇଥାଏ । ପ୍ରତିଦିନ ଯୋଗ କଲେ ମନ ଖୁସି ରହିଥାଏ ।

କିନ୍ତୁ ଜିମର ପ୍ରଭାବ କେବଳ ଶରୀର ଉପରେ ହିଁ ପଡିଥାଏ । ଜିମ୍ ଦ୍ୱାରା ଶରୀରର ମାଂସପେସୀ ଅଧିକ ଶକ୍ତ ହୋଇ ଶରୀରକୁ ଆହୁରୀ ମଜଭୁତ କରି ଦେଇଥାଏ ।

ଯୋଗ ଏବଂ ଜିମ୍ ଉଭୟଙ୍କୁ କରିବା ପାଇଁ ହେଲେ ପ୍ରଥମେ ଆପଣଙ୍କୁ ତାଲିମ ନେବା ଜରୁରୀ । ଯଦି ଉଭୟକୁ ଭୁଲ ଢଙ୍ଗରେ ବ୍ୟବହାର କରାଯାଏ ତେବେ ଏହାର ସିଧା ପ୍ରଭାବ ଶରୀର ଉପରେ ହିଁ ପଡିଥାଏ । ଯାହା ଦ୍ଵାରା ଆପଣ ଅସୁସ୍ତ ହୋଇ ପଡିବେ ।

ଯୋଗ କରିବାଦ୍ୱାରା ଶରୀର କୋମଳ ହୋଇଥାଏ । ମାତ୍ର ଜିମ୍ ଦ୍ୱାରା ଶରୀରର ମାଂସପେସୀ ଅଧିକ ଶକ୍ତ ହୋଇ ଶରୀରକୁ ଆହୁରୀ ମଜଭୁତ କରି ଦେଇଥାଏ ।

ତେବେ ଜିମ କସରତ କରିବାଦ୍ୱାରା ଶୀଘ୍ର ଓଜନ ହ୍ରାସ ପାଇଥାଏ । ଏହାଦ୍ୱାରା ମନ ମଧ୍ୟ ଭଲ ରହିଥାଏ ଏବଂ ଶରୀର କ୍ରିୟାଶୀଳ ହୋଇଥାଏ ।

ପଢନ୍ତୁ ;

ଏସ୍‌ ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତିବିଶେଷଙ୍କ ସ୍ୱଭାବ କିପରି ଜାଣନ୍ତୁ

Related posts

ଓଜନ ବଢାଇବାରେ ସାହାଯ୍ୟ କରିଥାଏ ସୋୟାବିନ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି କି ? ତେବେ ଶୋଇବା ପୂର୍ବରୁ କରନ୍ତୁ ଏହି ସବୁ କାମ

ENO Beuro

ଖାଦ୍ୟକୁ ମିଠା କରିବା ପାଇଁ ସୁଗାର ଫ୍ରି ବ୍ୟବହାର କରୁଛନ୍ତି କି?ଜାଣନ୍ତୁ ଏହା କେତେ କ୍ଷତିକାରକ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More