EnewsOdia.Com

ଦିନସାରା ଭୋକ ଲାଗୁ ନଥିଲେ କରନ୍ତୁ ଏହି ତିନୋଟି ବ୍ୟାୟମ

ନିୟମିତ ବ୍ୟାୟମ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ବଡ ରୋଗ ହଉବା ବଢୁଥିବା ଓଜନ, ବ୍ୟାୟମ କରିବା ଦ୍ୱାରା ସବୁକିଛି ନିୟନ୍ତ୍ରଣରେ ରହିଥାଏ । କିନ୍ତୁ ଯଦି ଭୋକ କମ୍ ଲାଗେ ବା ଖଇବା ପରେ ଛାତି ଜଳାପୋଡା ହେଉଛି ତେବେ ପବନମୁକ୍ତାଶନ କରିବା ଦ୍ୱାରା ଏଥିରେ ଉପଶମ ମିଳିଥାଏ ।

ଏହି ଆଶନକୁ କରିବା ଦ୍ୱାରା ପେଟର ପ୍ରାୟ ସବୁ ରୋଗ ଦୁର ହୋଇଥାଏ । ଏଥି ସହିତ ନିୟମିତ ଭାବରେ ବ୍ରଜାଶନ କରିବା ଦ୍ୱାରା ମଧ୍ୟ ଭୋକ ବଢିଥାଏ । ଖାଇବା ପରେ ଅତି କମ୍ରେ ୫ମିନିଟ୍ ଯାଏଁ ବ୍ରଜାଶନ କରିବା ଦରକାର । ସଶଂକାଶନ ମଧ୍ୟ ଏକ ବହୁତ ଉପକାରି ଆଶନ । ସଶଂକାଶନ କରିବା ଦ୍ୱାରା ପାଚନ କ୍ରିୟା ସୁଚାରୁ ରୁପେ ହୋଇଥାଏ । ଏହି ତିନୋଟି ଯାକ ଆଶନ ଆମ ଶରୀର ପାଇଁ ବହୁତ ଲାଭ ଜନକ ହୋଇଥାଏ, ଭୋକ ବୃଦ୍ଧି ହେବା ସହିତ ଆମ ଶରୀରର ଅନ୍ୟାନ ରୋଗ ମଧ୍ୟ କମାଇବାରେ ସହାୟକ ହେଇଥାଏ ।

ପଢନ୍ତୁ: ଶରୀର ପାଇଁ ଉପଯୋଗୀ ଧନିଆ ପତ୍ର ! ଜାଣନ୍ତୁ, କିପରି

ସମ୍ବନ୍ଧିତ ଖବର

ଜାଣନ୍ତୁ ଗରମ ପାଣି ପିଇବାରର କେତେକ ଫାଇଦା ସମ୍ପର୍କରେ

Ratnamani Maharana

ବିବାହିତ ମହିଳା ମାନେ କାହା ସହିତ ବି ଏସବୁ ଜିନିଷ ସେଆର କରିବା ଅନୁଚିତ,ଜାଣନ୍ତୁ କଣ

Ratnamani Maharana

ଘରୋଇ ଉପାୟରେ ପାଆନ୍ତୁ ଆଖି ତଳେ କଳା ଦାଗରୁ ମୁକ୍ତି

Ratnamani Maharana

କେଶ ଝଡ଼ିବାରୁ ମୁକ୍ତି ଦିଏ ଏହି ତେଲ

Ratnamani Maharana

ଓଜନ ଏବଂ ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖେ ଏହି ପରିବା

Ratnamani Maharana

କାଇଁଚ ମୂଳରୁ ଭଲ କରିଥାଏ ଶରୀରର ଏହି ସବୁ ରୋଗ

Ratnamani Maharana