Loading...

ଜାଲିଆନାଓ୍ବାଲା ବାଗ ହତ୍ୟାକୁ ୧୦୩ ବର୍ଷ

ଜାଲିଆନାଓ୍ବାଲା ବାଗ ହତ୍ୟାକୁ ୧୦୩ ବର୍ଷ

୧୯୧୯ ଏପ୍ରିଲ ୧୩ ଆଜିର ଦିନ । ୧୦୩ ବର୍ଷ ପୂର୍ବେ ଭାରତ ମାଟିରେ ଜାଲିଆନାଓ୍ବାଲା ବାଗରେ ଇଂରେଜ ଚରିଥିଲେ ଗଣହତ୍ୟା । ୧୦ ମିନିଟରେ ଚିରଦିନ ପାଇଁ ଶୋଇ ଯାଇଥିଲେ ୩୭୯ ଜଣ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ।

୧୯୧୯ ଏପ୍ରିଲ ୧୩ ଆଜିର ଦିନ । ୧୦୩ ବର୍ଷ ପୂର୍ବେ ଭାରତ ମାଟିରେ ଜାଲିଆନାଓ୍ବାଲା ବାଗରେ ଇଂରେଜ ଚରିଥିଲେ ଗଣହତ୍ୟା । ୧୦ ମିନିଟରେ ଚିରଦିନ ପାଇଁ ଶୋଇ ଯାଇଥିଲେ ୩୭୯ ଜଣ ଭାରତୀୟ ସ୍ବାଧୀନତା ସଂଗ୍ରାମୀ । ଆଜିର ଏହି ଦିନରେ ଭାରତ ମାତାର ସ୍ବାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ଏହି ସହିଦ ବୀରଙ୍କୁ ମନେ ପକାଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଯୋଗୀ ଆଦିତ୍ୟନାଥ ଟ୍ବିଇଟ କରି ଲେଖିଛନ୍ତି, ‘ଦେଶ ସ୍ବାଧୀନତା ପାଇଁ ନିଜ ପ୍ରାଣବଳି ଦେଇଥିବା ଜାଲିଆନାଓ୍ବାଲା ବାଗର ଅମର ବଳିଦାନୀଙ୍କୁ କୋଟି କୋଟି ପ୍ରଣାମ । ମା’ ଭାରତୀଙ୍କ ଏହି ବୀର ପୁତ୍ରଙ୍କ ବଳିଦାନ ସ୍ଥଳ ଜାଲିଆନାଓ୍ବାଲା ବାଗ୍ ଚିରଦିନ ପାଇଁ ଭାରତବାସୀଙ୍କ ହୃଦୟରେ ଦେଶଭକ୍ତିର ଜ୍ୟୋତି ଜଳାଇ ରଖିବ ।’

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.