LIFESTYLE

ଜାଣନ୍ତୁ ବିବାହ ପୂର୍ବରୁ ପୁଅ ଓ ଝିଅଙ୍କ ଜାତକ ମିଶାଯାଏ କାହିଁକି ?

ହିନ୍ଦୁ ରୀତି ଅନୁସାରେ ବାହାଘରରେ ଅନେକ ରୀତି ଓ ପରମ୍ପରା ଥାଏ ।  ଆମ ଓଡିଆ ଘରେ ବାହାଘରର ଅନେକ ମହତ୍ଵ ରହିଛି । ସେଥିପାଇଁ ବିଭାହ ପୂର୍ବରୁ ପୁଅ ଓ ଝିଅଙ୍କ କୁଣ୍ଡଳୀ ବା ଜାତକ ମିଶାଯାଇଥାଏ । ତେବେ ଆସନ୍ତୁ ଜାଣିବା ବିଭାହ ପୂର୍ବରୁ ଜାତକ ମିଶାଯାଏ କାହିଁକି ?

ବିଭାହ ପୂର୍ବରୁ ଜାତକ ମିଶାଯିବାର କାରଣ କ’ଣ ଜାଣନ୍ତୁ :-

  • ଭାରତୀୟ ସଂସ୍କୃତିରେ କାହିଁ କେବେଠୁ ଜାତକ ମିଶାଯିବାର ପରମ୍ପରା ରହି ଆସିଛି । ଜାତକ ମିଶିବା ଦ୍ଵାରା ଦୁହିଙ୍କ ଗୁଣ ବିଷୟରେ ଜଣା ପଡିଥାଏ । ଶାସ୍ତ୍ର ଅନୁସାରେ ବିଭାହ ପରେ ବରକନ୍ୟାଙ୍କୁ ସମାନ ରୂପେ ଗଣନା କରାଯାଇଥାଏ।
  • ଜାତକ ମିଶାଇବା ଦ୍ଵାରା ଦୁହିଙ୍କ ସ୍ଵଭାବ ଓ ଗୁଣ ପ୍ରଭାବିତ ହୋଇଥାଏ। କୁଣ୍ଡୁଳି ମିସାଇବା ଦ୍ଵାରା ଦୁହିଙ୍କ ଅଙ୍କ ଗୁଡିକ ମିଶାଇବା ନିହାତି ଜରୁରୀ ହୋଇପଡେ । ଭାରତୀୟ ପରମ୍ପରା ଅନୁସାରେ ଜାତକ ମିଶାଇବା ଦ୍ଵାରା ବୈବାହିକ ଜୀବନ ସୁଖମୟ ହୋଇଥାଏ ।
  • ଯଦି କୌଣସି ପୁଅ ଓ ଝିଅଙ୍କ ଜାତକ ମିଶି ନ ଥାଏ , ତେବେ ସେଠାରେ ବିଭାହ କରାଯାଏ ନାହିଁ । କାରଣ ସ୍ଵାମୀ ସ୍ତ୍ରୀ ଙ୍କ ଭଲ ପଡି ନ ଥାଏ ଓ ଭଲ ସମ୍ପର୍କ ରହି ନ ଥାଏ ।
  • ତେବେ ଆଧୁନିକ ଭାରତର ଯୁବକ ଯୁବତୀମାନେ ଏହି କଥାକୁ ବିଶ୍ଵାସ କରନ୍ତି ନାହିଁ । ତେବେ ଅଧିକାଂଶ ଲୋକ ଜାତକ ନ ମିଶିଲେ ବିବାହ କରନ୍ତି ନାହିଁ ।

ପଢନ୍ତୁ ;

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଅଜୟ ଦେବଗନଙ୍କ ‘ରେଡ୍‌

Related posts

ଆସନ୍ତୁ ଜାଣିବା ଦଲିଆ ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ

Ratnamani Moharana

ଗରମ ଦିନେ ଫେସ୍‌ର ଇନ୍‌ଷ୍ଟାଣ୍ଟ ଗ୍ଲୋ ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି? ଏଥିରୁ ମୁକ୍ତି ପାଇବାକୁ କରନ୍ତୁ ଏହି ଆସନ

ENO Beuro

1 comment

Leave a Comment