• Home
  • LIFESTYLE
  • ନିଜ ସାଥୀଙ୍କ ସହ ସଂପର୍କରେ କେଉଁ କେଉଁ କଥା ଗୋପନ ରଖିବେ ଜାଣନ୍ତୁ
LIFESTYLE

ନିଜ ସାଥୀଙ୍କ ସହ ସଂପର୍କରେ କେଉଁ କେଉଁ କଥା ଗୋପନ ରଖିବେ ଜାଣନ୍ତୁ

ଖୁସିରେ ଯେଉଁ ସୁନ୍ଦର ମୁହୂର୍ତ ଆପଣ ନିଜ ସାଥି ସହ ବିତାଇଛନ୍ତି ତାହା ଦୁହିଙ୍କର ବ୍ୟକ୍ତିଗତ ।ଏହାକୁ ଅନ୍ୟମାନଙ୍କ ସହ ସେୟାର କରିବା ଭଲ ନୁହେଁ ।  ଏମିତି  ଅନେକ ଅଛନ୍ତି ଆପଣଙ୍କ ଖୁସିରେ ଈର୍ଷାନ୍ୱିତ ହୋଇପାରନ୍ତି । ନିଜର ସାଥୀଙ୍କ ସହ ସଂପର୍କକୁ ସବୁବେଳେ ଗୋପନରେ ରଖିବା ଖୁବ୍ ଭଲ । କୈାଣସି ପବ୍ଲିକ ସ୍ଥାନରେ ନିଜ ରିଲେସନ ବିଷୟରେ କହିବା ବା ସୋସିଆଲ ମିଡିଆରେ ଖୋଲାଖୋଲି ଲେଖିବା ଓ ପର୍ସନାଲ ଫଟୋ ସବୁ ସେୟାର କରିବା ଠିକ୍ ନୁହେଁ ।

ଏହି ୫ଟି କଥା ବନ୍ଧୁଙ୍କୁ କୁହନ୍ତୁ ନାହିଁ

ଆପଣଙ୍କର ଯେତେ ଭଲ ବନ୍ଧୁ ସେ ହୋଇଥାଆନ୍ତୁ , ହେଲେ ନିଜର ଓ ନିଜ ସାଥୀର ବେଡରୁମ କଥାକୁ ବନ୍ଧୁ ଆଗରେ କୁହନ୍ତୁ ନାହିଁ । ଏହା ଆପଣଙ୍କର ସବୁଠୁ ବ୍ୟକ୍ତିଗତ ବିଷୟ ।

ଯଦି ଆପଣଙ୍କର ସାଥୀ ଆର୍ଥିକ ଭାବେ ସ୍ୱଚ୍ଛଳ ନୁହଁନ୍ତି, ତ ଏଥିନେଇ କାହା ଆଗେ ଆଲୋଚନା କରନାହିଁ । ଏଥିପାଇଁ କି ଏଥିରେ ଆପଣଙ୍କ ସାଥୀର ଥଟ୍ଟାମଜାକ ହେବ ।

ଆପଣ  ନିଜ ବନ୍ଧୁଙ୍କୁ  ଆପଣଙ୍କ ସଂପର୍କକୁ ନେଇ ନକରାତ୍ମକ କଥା ସବୁବେଳେ କୁହନାହିଁ । ଏମିତି ହେବେ ଆପଣଙ୍କ ବନ୍ଧୁ ନିଜ ସାଥୀ ସହ ବ୍ରେକଅପ ପାଇଁ ପ୍ରବର୍ତ୍ତେଇବେ । କାହିଁକି ନା ଆପଣ ଆପଣଙ୍କ ବନ୍ଧୁଙ୍କୁ ଭଲରେ ଜାଣନ୍ତି ।

ଅନେକ ସମୟରେ ସାଥୀସହ କିଛି କଥାକୁ ନେଇ କଥାକଟା କଟି ଓ ଝଗଡା ହୋଇଥାଏ । ଏହାକୁ କେତେକ ସହି ପାରନ୍ତି ନାହିଁ । ନିଜର କୈାଣସି ବନ୍ଧୁ ସହ ସେୟାର କରିଥାନ୍ତି । କିନ୍ତୁ ଏପରି କରନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ ସାଥୀର ଇମେଜ ବନ୍ଧୁଙ୍କ ଆଗରେ ଖରାପ ହୋଇପାରେ ।

ନିଜ ବନ୍ଧୁଙ୍କୁ ଆପଣଙ୍କ ସାଥୀର ପୁରୁଣା ସପର୍କ ବିଷୟରେ କେବେ କୁହନ୍ତୁ ନାହିଁ । କାରଣ ଏହାର ସେ ଫାଇଦା ଉଠେଇପାରନ୍ତି । ସାଥୀକୁ ସମସ୍ୟାରେ ପକେଇ ପାରନ୍ତି ।
ନିଜ ସାଥୀଙ୍କ ସହ ସଂପର୍କରେ କେଉଁ କେଉଁ କଥା ଗୋପନ ରଖିବେ ଜାଣନ୍ତୁ couple 2
ପଢନ୍ତୁ ;

ଓଲିଉଡ ଅଭିନେତା ବବି ମିଶ୍ରଙ୍କ ନେଗେଟିଭ୍‌ ରୋଲକୁ ନେଇ ଚର୍ଚା

Related posts

ଆପଣ ଜାଣନ୍ତି କି? ପାନ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି ; ଆସନ୍ତୁ ଜାଣିବା ଏହାର କିଛି ଉପକାରୀ ଗୁଣ

Krishna Kumar Manoj

ଗରମ ଦିନେ କେଉଁ କାରଣରୁ ଓଜନ ବଢିଥାଏ ଜାଣନ୍ତୁ ? କେମିତି କରିବେ ଓଜନ ନିୟନ୍ତ୍ରଣ

Krishna Kumar Manoj

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଗୋଲାପ ପାଖୁଡା! ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More