• Home
  • LIFESTYLE
  • ମୁଖମଣ୍ଡଳ ନୁହେଁ, କେଶରୁ ଜାଣନ୍ତୁ ମହିଳାଙ୍କ ବ୍ୟକ୍ତିତ୍ୱ
LIFESTYLE

ମୁଖମଣ୍ଡଳ ନୁହେଁ, କେଶରୁ ଜାଣନ୍ତୁ ମହିଳାଙ୍କ ବ୍ୟକ୍ତିତ୍ୱ

ମହିଳାମାନେ ବିଭିନ୍ନ ଢଙ୍ଗରେ ନିଜ କେଶକୁ ସଜାଇ ଥାଆନ୍ତି । ଆପଣ ଜାଣନ୍ତି କି କେବଳ ମୁଖମଣ୍ଡଳ ନୁହେଁ ବରଂ କେଶ ଶୈଳୀରୁ ବି ଜାଣିହେବ ମହିଳାଙ୍କ ବ୍ୟକ୍ତିତ୍ୱ ବିଷୟରେ । ସେହି କେଶ ସଜାରୁ ଜାଣିବାକୁ ମିଳିବ ମହିଳାଙ୍କ ବ୍ୟକ୍ତିତ୍ୱ କିପରି । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ।

କେଶ ସଜାରୁ ଜାଣନ୍ତୁ ମହିଳାଙ୍କ ବ୍ୟକ୍ତିତ୍ଵ

ଲମ୍ବା କେଶ :- ଲମ୍ବା କେଶ ରଖୁଥିବା ମହିଳାଙ୍କୁ ନେଇ ଭିନ୍ନ ମତ ରହିଛି । କେତେକ ମହିଳା ଭାବନ୍ତି ଲମ୍ବା କେଶ ତାଙ୍କ ବ୍ୟକ୍ତିିତ୍ୱକୁ ଅଧିକା ଆକର୍ଷଣୀୟ କରିଥାଏ । ମହିଳାମାନେ କଳାତ୍ମକ ହୋଇଥାନ୍ତି ।

କୁଞ୍ଚୁ କୁଞ୍ଚିଆ କେଶ :- ଯାହାର କେଶ କୁଞ୍ଚୁ କୁଞ୍ଚିଆ ସେମାନେ ଖୁବ୍‌ ଆତ୍ମବିଶ୍ୱାସୀ। କୌଣସି ବି ପରିସ୍ଥିତିରେ ଭାଙ୍ଗି ପଡିଥିବା ପରି ଦିଶୁଥିଲେ ବି ବାସ୍ତବରେ ସେମାନେ ଭାରି ସାହସୀ । ସେମାନେ ନିଜର କେଶ ଜରିଆରେ ନିଜର ବ୍ୟକ୍ତିତ୍ୱ ଦେଖାଇବାକୁ ଚେଷ୍ଟା କରିଥାନ୍ତି।

ମୁଖମଣ୍ଡଳ ନୁହେଁ, କେଶରୁ ଜାଣନ୍ତୁ ମହିଳାଙ୍କ ବ୍ୟକ୍ତିତ୍ୱ curly hair 300x200

କହରିଆ କେଶ :- ସେମାନେ ଲୋକଙ୍କ ଭାବନାକୁ ଏତେଟା ଗୁରୁତ୍ୱ ଦେଇନଥାନ୍ତି। ନିଜ ହିସାବରେ ବଞ୍ଚିବାକୁ ପସନ୍ଦ କରନ୍ତି ।  ସେମାନେ ନିଜର କେଶ ଜରିଆରେ ନିଜର ବ୍ୟକ୍ତିତ୍ୱ ଦେଖାଇବାକୁ ଚେଷ୍ଟା କରିଥାନ୍ତି ।

ମୋଟା କେଶ :-  କହରିଆ କେଶର ମହିଳାମାନେ ଏତେଟା ସୌନ୍ଦର୍ଯ୍ୟପ୍ରେମୀ ନୁହଁନ୍ତି। ଭଗବାନଙ୍କ ସୃଷ୍ଟି ଯେପରି ସେ ତାହାକୁ ହସି ହସି ଗ୍ରହଣ କରିଥାନ୍ତି । ସେମାନେ ଟିକେ ଦୟାଳୁ ସ୍ୱଭାବର ଥାଆନ୍ତି । ସେମାନେ ପରଉପକାର କରିବାକୁ ବହୁତ ଭଲପାନ୍ତି ।

ମୁଖମଣ୍ଡଳ ନୁହେଁ, କେଶରୁ ଜାଣନ୍ତୁ ମହିଳାଙ୍କ ବ୍ୟକ୍ତିତ୍ୱ hair style

ପଢନ୍ତୁ ;

ଦିଶା ପଟ୍ଟାନି : ଟାଇଗର୍‌ କେବଳ ମୋର

Related posts

ଯଦି ମାସେ ପର୍ଯ୍ୟନ୍ତ ସବୁଦିନ ଗୋଟେ କଦଳୀ ଖାଇବେ ତେବେ ଜାଣନ୍ତୁ କ’ଣ ହେବ ଆପଣଙ୍କ ସହ

Krishna Kumar Manoj

ଆସନ୍ତୁ ଜାଣିବା, ରବିବାରରେ ଏହି ଡାଲି ଖାଇଲେ ହୋଇପାରେ ସ୍ୱାସ୍ଥ୍ୟ ପ୍ରତି କ୍ଷତି

Krishna Kumar Manoj

ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ପିଉଛନ୍ତି କି?ତେବେ ଆସନ୍ତୁ ଜାଣିବା ଏହା ଶରୀର ପାଇଁ କେତେ ଉପଯୋଗୀ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More