News

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଯୁବରାଜ ସିଂ

Criket

ଅନ୍ତର୍ଜାତୀୟ କ୍ରିକେଟରୁ ଆଜି ଯୁବରାଜ ସିଂ  ଅବସର ନେଇଛନ୍ତି। ୨୦୦୭ ଟି-୨୦ ୱାର୍ଲ୍ଡକପ ଓ ୨୦୧୧ କ୍ରିକେଟ ୱାର୍ଲ୍ଡକପରେ ହିରୋ ସାଜିଥିବା ଯୁବରାଜ ସିଂହ ଆଜି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଏକ ପ୍ରେସମିଟ୍ ଜରିଆରେ ଏନେଇ ସୂଚନା ଦେଇଛନ୍ତି କ୍ରିକେଟର ଯୁବରାଜ । ଯୁବରାଜ ୨୦୧୯ ବିଶ୍ୱକପ୍  ଖେଳିବାକୁ ଚାହୁଁଥିଲେ। ତେବେ ଖରାପ ଫର୍ମ ଓ ଫିଟ୍‌ନେସ୍ କାରଣରୁ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ।

 

 

ସୂଚନା ଅନୁସାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଆଇସିସି ମାନ୍ୟତା ପ୍ରାପ୍ତ ବିଦେଶୀ ଟି-୨୦ ଲିଗ୍‌ ଖେଳିବାକୁ ଚାହୁଁଛନ୍ତି । ୨୦୧୯ ବିଶ୍ୱକପ୍‌ ଖେଳିବାକୁ ଚାହୁଁଥିଲେ ଯୁବରାଜ । ହେଲେ ଖରାପ ଫର୍ମ ଓ ଫିଟନେସ୍‌ କାରଣରୁ ତାଙ୍କୁ ଦଳରେ ସାମିଲ କରାଯାଇନାହିଁ । ଯୁବରାଜ ୨୦୧୭ ଜୁନ୍‌ ୩୦ରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍‌ ଖେଳିଥିଲେ । ୨୦୧୭ ଫେବୃଆରୀ ୧ ତାରିଖରେ ଇଂଲଣ୍ଡ ବିରୋଧରେ ଶେଷ ଟି-୨୦ ଖେଳିଥିଲେ ଯୁବରାଜ ।

ପଢନ୍ତୁ: ୫ଟି ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା ଜାରିକଲା ପାଣିପାଗ ବିଭାଗ

Related posts

ରାମ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଲେ : ଡିଜି ,ୟୁପି ପ୍ରଶାସନ ଉପରେ କ’ଣ ପଡିବ ପ୍ରଭାବ ?

ENO Beuro

ଏଣିକି ରାସ୍ତାରେ ଦୁର୍ଘଟଣା ହେଲେ ସରକାର ଦେବେ ସହାୟତା ରାଶି

Ratnamani Moharana

ସାବରୀମାଳାରେ ମହିଳାଙ୍କ ପ୍ରବେଶର ପ୍ରତିବାଦ: କେରଳରେ ପୋଡାଜଳା,ଛୁରାମାଡ

ENO Beuro

1 comment

Leave a Comment