Loading...

ଟାଇମ୍ ମାଗାଜିନରେ ‘ପର୍ସନ ଅଫ୍ ଦି ଇଅର’ ଭାବେ ସ୍ଥାନ ପାଇଲେ ଜେଲେନସ୍କି

ଟାଇମ୍ ମାଗାଜିନରେ  ‘ପର୍ସନ ଅଫ୍ ଦି ଇଅର’ ଭାବେ ସ୍ଥାନ ପାଇଲେ ଜେଲେନସ୍କି

ଟାଇମ୍ ମାଗାଜିନରେ ‘ପର୍ସନ ଅଫ ଦି ଇଅର’ ଭାବେ ସ୍ଥାନ ପାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ଟାଇମ୍ ମାଗାଜିନରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

ଟାଇମ୍ ମାଗାଜିନରେ ‘ପର୍ସନ ଅଫ ଦି ଇଅର’ ଭାବେ ସ୍ଥାନ ପାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ଟାଇମ୍ ମାଗାଜିନରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ୨୦୨୨ ବର୍ଷ ପାଇଁ ଟାଇମ ମାଗାଜିନ୍ ଜେଲେନସ୍କିଙ୍କୁ ଏହି ଶ୍ରେୟ ଦେଇଛି । ନିଜ ଦେଶର ସ୍ୱାଭିମାନ ରକ୍ଷା କରିବାକୁ ଗତ ୧୦ ମାସ ଧରି ଶକ୍ତିଶାଳୀ ଋଷ ସହ ଅଦମ୍ୟ ସାହସର ସହ ଲଢୁଛନ୍ତି ଜେଲେନସ୍କି । ଏଥିପାଇଁ ତାଙ୍କ ସାହସକୁ ପ୍ରଶଂସା କରାଯାଉଛି ବୋଲି ପତ୍ରିକା ଉଲ୍ଲେଖ କରିଛି ।୧୦ ମାସ ଧରି ଚାଲିଥିବା ଯୁଦ୍ଧକୁ ଅତି ଧୈର୍ଯ୍ୟ ଓ ଗମ୍ଭୀରତାର ସହ ମୁକାବିଲା କରୁଛନ୍ତି । ଅତି ଶକ୍ତିଲାଳୀ ଋଷର ମୁକାବିଲା କରୁଛନ୍ତି । ଏହାସହ ସବୁବେଳେ ନିଜ ସେନାର ମନୋବଳ ବଢାଉଛନ୍ତି । ଖାଲି ଏତିକି ନୁହେଁ ସୈନ୍ୟଙ୍କ ସହ ମିଶି ଖାଇବା ସହ ସେମାନଙ୍କ ସାହାସ ବଢାଇଆସିଛନ୍ତି । ଅନ୍ତର୍ଜାତୀୟ ମଞ୍ଚରେ ୟୁକ୍ରେନର ସ୍ୱରକୁ ଦୃଢ କରି ରଖିବାରେ ତାଙ୍କର ଚେଷ୍ଟା ବାସ୍ତବିକ ପ୍ରଶଂସନୀୟ ବୋଲି ଟାଇମ୍ ମାଗାଜିନ୍ ଉଲ୍ଲେଖ କରିଛି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.