Loading...

ଖୋଲିଲା ସ୍କୁଲ ଓ ଅଙ୍ଗନୱାଡି, ସକାଳ ୭ରୁ ଦିନ ୧୦ଟା ପର୍ଯ୍ୟନ୍ତ ପାଠପଢିବେ ଛାତ୍ରଛାତ୍ରୀ

ଖୋଲିଲା ସ୍କୁଲ ଓ ଅଙ୍ଗନୱାଡି, ସକାଳ ୭ରୁ ଦିନ ୧୦ଟା ପର୍ଯ୍ୟନ୍ତ  ପାଠପଢିବେ ଛାତ୍ରଛାତ୍ରୀ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତ ୧୨ରୁ ୧୬ ତାରିଖ ଯାଏଁ ବନ୍ଦ ରହିଥିଲା ସ୍କୁଲ ଓ ଅଙ୍ଗନୱାଡି । ଆଜିଠାରୁ ସ୍କୁଲ ଖୋଲିଥିଲାବେଳେ ସକାଳ ୭ଟାରୁ ସକାଳ 10ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢ଼ା ଚାଲିବ ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତ ୧୨ରୁ ୧୬ ତାରିଖ ଯାଏଁ ବନ୍ଦ ରହିଥିଲା ସ୍କୁଲ ଓ ଅଙ୍ଗନୱାଡି । ଆଜିଠାରୁ ସ୍କୁଲ ଖୋଲିଥିଲାବେଳେ ସକାଳ ୭ଟାରୁ ସକାଳ 10ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢ଼ା ଚାଲିବ ।ଚଳିତ ମାସ 12 ତାରିଖରୁ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ କେବଳ ସ୍କୁଲ ନୁହେଁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିଥିଲା । ଜାପାନରୁ ଫେରି ଗ୍ରୀଷ୍ମ ସ୍ଥିତିର ସମୀକ୍ଷା କରି ଏଭଳି ନିଷ୍ପତି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.