ରାଜ୍ୟ ବିଜେପିର ନୂଆ ସଭାପତି ମନମୋହନ ସାମଲ

ରାଜ୍ୟ ବିଜେପିର ନୂଆ ସଭାପତି ମନମୋହନ ସାମଲ

ବଦଳିଲେ ବିଜେପି ରାଜ୍ୟ ସଭାପତି। ସମୀର ମହାନ୍ତିଙ୍କ ସ୍ଥାନରେ ରାଜ୍ୟ ବିଜେପି ମଙ୍ଗ ଧରିଛନ୍ତି ମନମୋହନ ସାମଲ ।ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମନମୋହନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି  ।

ବଦଳିଲେ ବିଜେପି ରାଜ୍ୟ ସଭାପତି। ସମୀର ମହାନ୍ତିଙ୍କ ସ୍ଥାନରେ ରାଜ୍ୟ ବିଜେପି ମଙ୍ଗ ଧରିଛନ୍ତି ମନମୋହନ ସାମଲ ।ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମନମୋହନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି  । ରାଜ୍ୟ ବିଜେପି ମଙ୍ଗ ଧରିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସାମଲ । ସେ କହିଛନ୍ତି,'' ମୋ ଉପରେ ଦଳ ଯେଉଁ ବିଶ୍ବାସ କରିଛି ମୋ ପାରୁ ପର୍ଯ୍ୟନ୍ତ ମୁଁ କାର୍ଯ୍ୟ କରିବି । ସାଧାରଣ ଲୋକ ନିର୍ବାଚନ ଲଢିବେ । ଜନତା ଯାହା ଚାହିଁବେ ଆମେ ତାହା କରିବୁ । ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି । ରାଜ୍ୟରେ ଚାଲିଥିବା ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୋଧରେ ଲଢିବ ବିଜେପି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.