ଭାରତରେ ୧୧ଟି ଭାଷାରେ ‘ମୋଦୀ ହଟାଅ ଦେଶ ବଞ୍ଚାଅ ’ ପୋଷ୍ଟର ଜାରିକଲା ଆପ

ଭାରତରେ ୧୧ଟି ଭାଷାରେ ‘ମୋଦୀ ହଟାଅ ଦେଶ ବଞ୍ଚାଅ ’ ପୋଷ୍ଟର ଜାରିକଲା ଆପ

ଭାରତରେ ୧୧ଟି ଭାଷାରେ ‘ମୋଦୀ ହଟାଅ ଦେଶ ବଞ୍ଚାଅ ’ ପୋଷ୍ଟର ଜାରିକଲା ଆପ। ଏହି ପୋଷ୍ଟରକୁ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ଲଗାଇବାକୁ ଦଳ ତରଫରୁ ଯୋଜନା ପ୍ରସ୍ତୁତ କରାଯାଇଛି ।

ଭାରତରେ ୧୧ଟି ଭାଷାରେ ‘ମୋଦୀ ହଟାଅ ଦେଶ ବଞ୍ଚାଅ ’ ପୋଷ୍ଟର ଜାରିକଲା ଆପ। ଏହି ପୋଷ୍ଟରକୁ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ଲଗାଇବାକୁ ଦଳ ତରଫରୁ ଯୋଜନା ପ୍ରସ୍ତୁତ କରାଯାଇଛି ।ଏବେ ଦଳ ପକ୍ଷରୁ ହିନ୍ଦୀ, ଇଂଗ୍ରାଜୀ, ଉର୍ଦ୍ଦୁ, ପଞ୍ଜାବୀ ବ୍ୟତୀତ ଗୁଜରାଟୀ, ତେଲୁଗୁ, ବଙ୍ଗଳା, ଓଡିଆ, କନ୍ନଡ, ମାଲାୟଲମ ଓ ମରାଠୀ ସହ ମୋଟ ୧୧ଟି ଭାଷାରେ ପୋଷ୍ଟର ଜାରି କରାଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.