ପ୍ରକାଶ ପାଇଲା ଚଳିତ ବର୍ଷର ଅସଲି ଖଡୀରତ୍ନ ପଞ୍ଜିକା

ପ୍ରକାଶ ପାଇଲା ଚଳିତ ବର୍ଷର ଅସଲି ଖଡୀରତ୍ନ ପଞ୍ଜିକା

୨୦୨୩-୨୪ ବର୍ଷ ଲାଗି ଉମାକାନ୍ତ ଖଡୀରତ୍ନଙ୍କ ଅସଲି ଖଡୀରତ୍ନ ପଞ୍ଜିକା ପ୍ରକାଶ ପ‌ାଇଛି।

୨୦୨୩-୨୪ ବର୍ଷ ଲାଗି ଉମାକାନ୍ତ ଖଡୀରତ୍ନଙ୍କ ଅସଲି ଖଡୀରତ୍ନ ପଞ୍ଜିକା ପ୍ରକାଶ ପ‌ାଇଛି। ୧୮୬୫ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି  ପାଞ୍ଜି ଓଡ଼ିଶାର ଅନ୍ୟତମ ପୁରାତନ ପାଞ୍ଜି ଭାବରେ ବେଶ୍ ଜଣାଶୁଣା। ସଂପ୍ରତି ଉମାକାନ୍ତ ଖଡ଼ୀରତ୍ନଙ୍କ ଦୁଇ ସୁପୁତ୍ର ଇଂ.ପ୍ରିୟଦର୍ଶୀ ଖଡ଼ୀରତ୍ନ ଓ ଇଂ. ଦେବଦର୍ଶୀ ଖଡ଼ୀରତ୍ନ ଏହାର ସଂପାଦନା କରୁଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.