୨୦୨୧-୨୨ରେ ଆଉ ହେବନି ସ୍ନାତକୋତ୍ତର ନାମଲେଖା

୨୦୨୧-୨୨ରେ ଆଉ ହେବନି ସ୍ନାତକୋତ୍ତର ନାମଲେଖା

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଆଉ ସ୍ନାତକୋତ୍ତର(ପିଜି) ନାମଲେଖା ହେବନି।

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଆଉ ସ୍ନାତକୋତ୍ତର(ପିଜି) ନାମଲେଖା ହେବନି। ଏନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଭାଗ ପକ୍ଷରୁ ଏ ସମ୍ବନ୍ଧରେ ସବୁ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ଓ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ(ସାମ୍ସ) ଜରିଆରେ ପିଜି ପ୍ରଥମ ବର୍ଷ ପାଇଁ ଜାନୁଆରୀ ୨୫ରେ ନାମଲେଖା ଶେଷ ହୋଇଛି। ଆଗାମୀ ଦିନରେ ଆଉ ନାମଲେଖା ଅବଧିକୁ ବୃଦ୍ଧି କରାଯିବନି ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.