କାଲିଠୁ ତାତିରୁ ମିଳିବ ଆଶ୍ଵସ୍ତି, ବର୍ଷା ପାଇଁ ୟେଲୋୱାର୍ନିଙ୍ଗ ଜାରିକଲା ପାଣିପାଗ ବିଭାଗ

କାଲିଠୁ ତାତିରୁ ମିଳିବ ଆଶ୍ଵସ୍ତି, ବର୍ଷା ପାଇଁ ୟେଲୋୱାର୍ନିଙ୍ଗ ଜାରିକଲା ପାଣିପାଗ ବିଭାଗ

ଓଡିଶାରେ ଏବେ ସକ୍ରିୟ ରହିଛି ପଶ୍ଚିମା ଝଡ। ଅସହ୍ୟ ଖରାରୁ ମିଳିବ ଆଶ୍ଵସ୍ତି। ଆସନ୍ତା କାଲିଠୁ ରାଜ୍ୟରେ ବଦଳିବ ପାଗ। ପଶ୍ଚିମା ଝଡ଼ ପ୍ରଭାବରେ ସାରା ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।

ଓଡିଶାରେ ଏବେ ସକ୍ରିୟ ରହିଛି ପଶ୍ଚିମା ଝଡ। ଅସହ୍ୟ ଖରାରୁ ମିଳିବ ଆଶ୍ଵସ୍ତି। ଆସନ୍ତା କାଲିଠୁ ରାଜ୍ୟରେ ବଦଳିବ ପାଗ। ପଶ୍ଚିମା ଝଡ଼ ପ୍ରଭାବରେ ସାରା ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପାଣିପାଗ କେନ୍ଦ୍ର ସୂଚନାନୁସାରେ, ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୧୬ ତାରିଖ ଆଡ଼କୁ ପବନର ବେଗ ମଧ୍ୟ ବଢ଼ିବ। ପବନର ବେଗ ଘଣ୍ଟାପ୍ରତି ପାଖାପାଖି ୪୦ରୁ ୫୦ କିମିରେ ପହଞ୍ଚିବ। ସାରା ରାଜ୍ୟରେ ୧୬ ଓ ୧୭ ତାରିଖରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.