ଗୋଟିଏ ଦିନରେ ଏକାଥରକେ ୯ଟି ସାଟେଲାଇଟ୍ ଉତକ୍ଷେପଣ କରିବ ଇସ୍ରୋ

ଗୋଟିଏ ଦିନରେ ଏକାଥରକେ ୯ଟି ସାଟେଲାଇଟ୍ ଉତକ୍ଷେପଣ କରିବ ଇସ୍ରୋ

ପୁଣି ଇତିହାସ ରଚିବ ଇସ୍ରୋ । ଆଜି ହାଇଦ୍ରାବାଦର ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ ସ୍ପେସ ସେଣ୍ଟରରୁ ୯ଟି ସାଟେଲାଇଟ୍ ର ଉତକ୍ଷେପଣ ହେବ । ଏହା ମଧ୍ୟରେ ଓଶନସୈଟ୍ ୩ ଓ ୮ ଟି ନାନୋ ସାଟୋଲାଇଟ୍ ରହିଛି । ଯେଉଁଥିରେ ଭୁଟାନର ଏକ ସାଟେଲାଇଟ୍ ମଧ୍ୟ ସାମିଲ୍ ଅଛି ।

ପୁଣି ଇତିହାସ ରଚିବ ଇସ୍ରୋ । ଆଜି ହାଇଦ୍ରାବାଦର ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ ସ୍ପେସ ସେଣ୍ଟରରୁ ୯ଟି ସାଟେଲାଇଟ୍ ର ଉତକ୍ଷେପଣ ହେବ । ଏହା ମଧ୍ୟରେ ଓଶନସୈଟ୍ ୩ ଓ ୮ ଟି ନାନୋ ସାଟୋଲାଇଟ୍ ରହିଛି । ଯେଉଁଥିରେ ଭୁଟାନର ଏକ ସାଟେଲାଇଟ୍ ମଧ୍ୟ ସାମିଲ୍ ଅଛି । ପିଏସଏଲବି ସି ୫୪ ରକେଟ୍ ସାହାଯ୍ୟରେ ସାଟେଲାଇଟ୍ ଗୁଡିକୁ ମହାକାଶକୁ ପଠାଯିବ । ଅପରାହ୍ନ ୧୧ ଟା ୫୬ ମିନିଟ୍ ସମୟରେ ଏହାର ଲଞ୍ଚ କରାଯିବ । ଗତକାଲି ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଚେୟାରମେନ୍ ଏସ ସୋମନାଥ ନେଲୋରରେ ପୂଜାର୍ଚନା କରିଥିଲେ । ସମୁଦ୍ର ଉପରେ ନଜର ରଖିବ ଏହି ସାଟେଲାଇଟ୍ । ପିଏସଏଲଭିର ଏହା ଚଳିତ ବର୍ଷର ଫାଇନାଲ୍ ଲଞ୍ଚ । ଏହା ପୂର୍ବରୁ ଇସ୍ରୋ ସଫଳତାପୂର୍ବକ ଭାବରେ ଦେଶର ପ୍ରଥମ ପ୍ରାଇଭେଟ୍ ରକେଟ୍ ବିକ୍ରମ୍ ଏସର ଲଞ୍ଚ କରିଥିଲେ । ଗତ ୧୮ ନଭେମ୍ବରରେ ଶ୍ରୀହରିକୋଟା ସ୍ତ ସତୀଶ ଧଓନ୍ ସ୍ପେଶ ସେଣ୍ଟରରୁ ଏହାର ଲଞ୍ଚ ହୋଇଥିଲା ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.