ରାତିରେ ଶୋଇବା ପୂର୍ବରୁ ପାଦରେ ତେଲ ମାଲିସ କରନ୍ତୁ, ମିଳିବ ଏହି ସବୁ ଫାଇଦା

ରାତିରେ ଶୋଇବା ପୂର୍ବରୁ ପାଦରେ ତେଲ ମାଲିସ କରନ୍ତୁ, ମିଳିବ ଏହି ସବୁ ଫାଇଦା

ଆପଣଙ୍କର ଗୋଡ ଉପରେ ସମ୍ପୂର୍ଣ୍ଣ ଶରୀର ନିର୍ଭର କରିଥାଏ । ଆପଣଙ୍କ ପାଦ ତଳେ ଆପଣଙ୍କ ଶରୀରର ଅଲଗା ଅଲଗା ବିନ୍ଦୁ ରହିଥାଏ । ଯାହା ଶରୀର ଭିନ୍ନ ଭିନ୍ନ ଅଂଶକୁ ଯୋଡି ହୋଇଛି । ସେଥିପାଇଁ ଯଦି ଆପଣ ପାଦ ତଳ ମାଲିସ କରିବେ, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର ହେବ ।

୧) ଶୋଇବା ପୂର୍ବରୁ ପାଳ ତଳ ମାଲିସ କରିବା ଦ୍ୱାରା ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।
୨) ଆପଣଙ୍କ ସ୍ନାୟୁ କେବଳ ପାଦ ତଳେ ରହିଥାଏ । ଉଦାହରଣ ସ୍ୱରୂପ ଆପଣଙ୍କ ଅଙ୍ଗୁଳି ସିଧାସଳଖ ମସ୍ତିଷ୍କ ସହ ଯୋଡି ହୋଇଛି । ପାଦ ତଳ ମାଲିସ କରିବା ଦ୍ୱାରା ଶରୀର ଫୂର୍ତ୍ତି ହେବା ସହ ରକ୍ତ ସଂଚାଳନ ସଠିକ୍ ଭାବେ ହୋଇଥାଏ ।
୩)  ଯଦି ଆପଣ ନିୟମିତ ରାତିରେ ଶୋଇବା ପୂର୍ବରୁ ପାଦ ତଳେ ସୋରିଷ ତେଳ ମାଲିସ କରି ଶୋଇବେ, ତେବେ ଆପଣଙ୍କ ଦୃଷ୍ଟି ଶକ୍ତି ଭଲ ରହିବ । ସେହିପରି ଯଦି ଆପଣଙ୍କୁ ରାତିରେ ଭଲ ନିଦ ହେଉନଥିବ ତେବେ ଏହି ଉପାୟ କରିବା ଦ୍ୱାରା ଭଲ ନିଦ ହୋଇଥାଏ ।
୪) ପାଦ ତଳେ ତେଲ ମାଲିସ୍ କରିବା ଦ୍ୱାରା ଥକାପଣ ଦୂର ହୋଇଥାଏ । ଏହାସହିତ ମାନସିକ ଏବଂ ଶାରୀରିକ ଆରାମ ଅନୁଭବ ହୋଇଥାଏ । ଯାହାଫଳରେ ଆପଣଙ୍କର ଭଲ ନିଦ ହୋଇଥାଏ ଏବଂ ସମସ୍ତ ଚିନ୍ତାରୁ ମୁକ୍ତି ମିଳେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.