ସ୍ୱାସ୍ଥ୍ୟ ପାଇଁ ଗୁଡ ସେବନ ଅତ୍ୟନ୍ତ ଲାଭଦାୟୀ
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
Loading...
ଆପଣଙ୍କର ଗୋଡ ଉପରେ ସମ୍ପୂର୍ଣ୍ଣ ଶରୀର ନିର୍ଭର କରିଥାଏ । ଆପଣଙ୍କ ପାଦ ତଳେ ଆପଣଙ୍କ ଶରୀରର ଅଲଗା ଅଲଗା ବିନ୍ଦୁ ରହିଥାଏ । ଯାହା ଶରୀର ଭିନ୍ନ ଭିନ୍ନ ଅଂଶକୁ ଯୋଡି ହୋଇଛି । ସେଥିପାଇଁ ଯଦି ଆପଣ ପାଦ ତଳ ମାଲିସ କରିବେ, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର ହେବ ।

୧) ଶୋଇବା ପୂର୍ବରୁ ପାଳ ତଳ ମାଲିସ କରିବା ଦ୍ୱାରା ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।
୨) ଆପଣଙ୍କ ସ୍ନାୟୁ କେବଳ ପାଦ ତଳେ ରହିଥାଏ । ଉଦାହରଣ ସ୍ୱରୂପ ଆପଣଙ୍କ ଅଙ୍ଗୁଳି ସିଧାସଳଖ ମସ୍ତିଷ୍କ ସହ ଯୋଡି ହୋଇଛି । ପାଦ ତଳ ମାଲିସ କରିବା ଦ୍ୱାରା ଶରୀର ଫୂର୍ତ୍ତି ହେବା ସହ ରକ୍ତ ସଂଚାଳନ ସଠିକ୍ ଭାବେ ହୋଇଥାଏ ।
୩) ଯଦି ଆପଣ ନିୟମିତ ରାତିରେ ଶୋଇବା ପୂର୍ବରୁ ପାଦ ତଳେ ସୋରିଷ ତେଳ ମାଲିସ କରି ଶୋଇବେ, ତେବେ ଆପଣଙ୍କ ଦୃଷ୍ଟି ଶକ୍ତି ଭଲ ରହିବ । ସେହିପରି ଯଦି ଆପଣଙ୍କୁ ରାତିରେ ଭଲ ନିଦ ହେଉନଥିବ ତେବେ ଏହି ଉପାୟ କରିବା ଦ୍ୱାରା ଭଲ ନିଦ ହୋଇଥାଏ ।
୪) ପାଦ ତଳେ ତେଲ ମାଲିସ୍ କରିବା ଦ୍ୱାରା ଥକାପଣ ଦୂର ହୋଇଥାଏ । ଏହାସହିତ ମାନସିକ ଏବଂ ଶାରୀରିକ ଆରାମ ଅନୁଭବ ହୋଇଥାଏ । ଯାହାଫଳରେ ଆପଣଙ୍କର ଭଲ ନିଦ ହୋଇଥାଏ ଏବଂ ସମସ୍ତ ଚିନ୍ତାରୁ ମୁକ୍ତି ମିଳେ ।
Shakespeare, in the beautiful garden, among the party. Some of the hall: in fact she was ever to.
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
ପ୍ରତିଦିନ କଲରା ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଅନେକ ସାବୁନ ଚେହେରାକୁ କୋମଳ ଆଉ ମୁଲାୟମ କରିବା ପରିବର୍ତ୍ତେ ଏହାକୁ ଶୁଷ୍କ କରିଦିଏ।