ସ୍ୱାସ୍ଥ୍ୟ ପାଇଁ ଗୁଡ ସେବନ ଅତ୍ୟନ୍ତ ଲାଭଦାୟୀ
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
Loading...
ଆଜିକାଲିର ମହଙ୍ଗା ଯୁଗରେ ରୁମ୍ ସେୟାର କରିବା ଏକ ଭଲ ବିକଳ୍ପ । କେତେଜଣ ଏଥିରେ ଅସହଜ ଅନୁଭବ କରନ୍ତି । ତେଣୁ ଯଦି ଆପଣ ବି ଏମାନଙ୍କୁ ମଧ୍ୟରୁ ଜଣେ, ତାହେଲେ ରୁମ୍ ସେୟାରିଂ କେତେ ଲାଭଦାୟକ ତାହା ପ୍ରଥମେ ଜାଣିନିଅନ୍ତୁ ।
ଆଜିକାଲିର ମହଙ୍ଗା ଯୁଗରେ ରୁମ୍ ସେୟାର କରିବା ଏକ ଭଲ ବିକଳ୍ପ । କେତେଜଣ ଏଥିରେ ଅସହଜ ଅନୁଭବ କରନ୍ତି । ତେଣୁ ଯଦି ଆପଣ ବି ଏମାନଙ୍କୁ ମଧ୍ୟରୁ ଜଣେ, ତାହେଲେ ରୁମ୍ ସେୟାରିଂ କେତେ ଲାଭଦାୟକ ତାହା ପ୍ରଥମେ ଜାଣିନିଅନ୍ତୁ ।
ଅର୍ଥ ସଞ୍ଚୟ: ଫ୍ଲାଟ୍ ସେୟାରିଂର ସବୁଠୁ ବଡ଼ ଲାଭ ହେଉଛି ଟଙ୍କା ସଞ୍ଚୟ । ଯେକୌଣସି ସିଟିରେ ଛୋଟ ଫ୍ଲାଟ୍ ବି ସୁହାଇଲା ପରି ଭଡ଼ାରେ ମିଳୁନାହିଁ । ଯଦି ସେୟାରିଂରେ ରୁହନ୍ତି ତାହେଲେ ଅତି କମ୍ରେ ଆପଣ କିଛି ଟଙ୍କା ବଞ୍ଚେଇପାରିବେ ।
ଏକୁଟିଆପଣରୁ ମୁକ୍ତିି: ନୂଆ ସହର ନୂଆ ପରିବେଶରେ ଫ୍ଲାଟମେଟ୍ ତଥା ସାଙ୍ଗ ଏକ ଭଲ ବନ୍ଧୁ ଭାବେ ପ୍ରମାଣିତ ହୋଇଥାଏ । ଆଜିକାଲି ଏକୁଟିଆ ରହିବା ଦ୍ୱାରା ଅଧିକାଂଶ ଯୁବକଯୁବତୀ ଅବସାଦ ଏବଂ ଭାବନାତ୍ମକ ରୂପେ ଅସୁରକ୍ଷିତ ଅନୁଭବ କରନ୍ତି । ତେଣୁ ଏପରିସ୍ଥିତିରେ ଯଦି କିଏ ପାଖରେ ରୁହେ, ତାହେଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।
କମିବ କାମ ଚାପ: ସଫେଇ ହେଇ କି ରୋଷେଇ କାମ, ଜଣଙ୍କ ପାଇଁ ବହୁତ ଅଧିକ କାମ ହୋଇଯାଏ । ଯଦି ସମାନ ବିଚାର ଥିବା ରୁମ୍ମେଟ୍ ମିଳିଗଲେ, କୌଣସି କାମ ବି କଷ୍ଟକର ପଡ଼ିବ ନାହିଁ । ଅତି ସହଜରେ ସବୁ କାମ ହୋଇଯିବ । ଏକୁଟିଆ ସବୁ କାମ କରିବାର ଚାପରୁ ବର୍ତ୍ତିପାରିବେ ।
କିଛି ଲୋକ ଫ୍ଲାଟ୍ କିମ୍ବା ରୁମ୍ ସେୟାର କରିବାକୁ ଠିକ୍ ମନେ କରନ୍ତି ନାହିଁ । କାରଣ କେତେକକ୍ଷେତ୍ରରେ ଆପଣଙ୍କ ଗୋପନତା ରହିବ ନାହିଁ । ହିସାବରେ ଏପଟେ ସେପଟେ ହେଲେ ଝଗଡ଼ା ହେବାର ଆଶଙ୍କା ରହିଥାଏ ।
Shakespeare, in the beautiful garden, among the party. Some of the hall: in fact she was ever to.
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
ପ୍ରତିଦିନ କଲରା ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଅନେକ ସାବୁନ ଚେହେରାକୁ କୋମଳ ଆଉ ମୁଲାୟମ କରିବା ପରିବର୍ତ୍ତେ ଏହାକୁ ଶୁଷ୍କ କରିଦିଏ।