Loading...

ରାଜ୍ୟରେ ଦିନକରେ ୧୨୧୬ ନୂଆ ଆକ୍ରାନ୍ତ

ରାଜ୍ୟରେ ଦିନକରେ ୧୨୧୬ ନୂଆ ଆକ୍ରାନ୍ତ

ରାଜ୍ୟରେ ଦିନକରେ ୧୨୧୬ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୭୧୦ ଓ ସ୍ଥାନୀୟ ସଂକ୍ରମିତ ୫୦୬ ଜଣ ରହିଛନ୍ତି ।

ରାଜ୍ୟରେ ଦିନକରେ ୧୨୧୬ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୭୧୦ ଓ ସ୍ଥାନୀୟ ସଂକ୍ରମିତ ୫୦୬ ଜଣ ରହିଛନ୍ତି । ୧୮ ବର୍ଷରୁ କମ୍‍ ବୟସର ୧୮୭ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଅନୁଗୁଳ ୬, ବାଲେଶ୍ୱର ୨, ବରଗଡ ୨୧, ଭଦ୍ରକ ୬, ବଲାଙ୍ଗିର ୧୪, ବଉଦ ୧, କଟକ ୮୦, ଦେବଗଡ ୮, ଢେଙ୍କାନାଳରେ ୪ ଚିହ୍ନଟ ହୋଇଛନ୍ତି । ଗଜପତି ୧, ଗଞ୍ଜାମ ୯, ଜଗତସିଂହପୁର ୧୩, ଯାଜପୁର ୪୭, ଝାରସୁଗୁଡା ୩୩, କଳାହାଣ୍ଡି ୪, କେନ୍ଦ୍ରାପଡା ୯, କେନ୍ଦୁଝର ୨୫, ଖୋର୍ଦ୍ଧାରେ ୪୫୬ ଜଣଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ କୋରାପୁଟ ୩, ମୟୁରଭଞ୍ଜ ୪୦, ନବରଙ୍ଗରପୁର ୧୩, ନୟାଗଡ ୩, ନୂଆପଡା ୨, ପୁରୀ ୩୦, ରାୟଗଡା ୮, ସମ୍ବଲପୁର ୯୯, ସୋନପୁର ୩, ସୁନ୍ଦରପଡ ୧୬୬ ଓ ଷ୍ଟେଟପୁଲରୁ ୧୧୦ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୧୨୧ ଜଣ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୩୯୮୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.