ଅଯୋଧ୍ୟାରେ ପହଞ୍ଚିଲା ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଶାଳଗ୍ରାମ ଶିଳାଖଣ୍ଡ
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
Loading...
ଅନେକ ଫ୍ଲପ ଫିଲ୍ମ ଦେବା ପରେ ବି ଅକ୍ଷୟ କୁମାର ମଙ୍ଗଳବାର ନିଜର ଆଗାମୀ ଫିଲ୍ମର ଲୁକ୍ ସେୟାର କରିଥିଲେ। ଇନଷ୍ଟାରେ ଅକ୍ଷୟ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କ ଲୁକରେ ନଜର ଆସୁଛନ୍ତି।
ଅନେକ ଫ୍ଲପ ଫିଲ୍ମ ଦେବା ପରେ ବି ଅକ୍ଷୟ କୁମାର ମଙ୍ଗଳବାର ନିଜର ଆଗାମୀ ଫିଲ୍ମର ଲୁକ୍ ସେୟାର କରିଥିଲେ। ଇନଷ୍ଟାରେ ଅକ୍ଷୟ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କ ଲୁକରେ ନଜର ଆସୁଛନ୍ତି। ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ, ଜୟ ଭବାନୀ, ଜୟ ଶିବାଜୀ। ମୁଣ୍ଡରେ ପଗଡ଼ି, ମଥାରେ ତିଳକ ଏବଂ ବେକରେ ମାଳ ପକାଇଥିବା ଅକ୍ଷୟ ଏକ ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ଦେଖାଯାଇଛି। ଏହି ଚରିତ୍ର ପାଇଁ ସେ ନିଶ ଓ ଦାଢ଼ୀ ମଧ୍ୟ ରଖିଛନ୍ତି। ତେବେ ସେ ତାଙ୍କର ଏହି ଲୁକ୍ ସେୟାର କରିବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।ଟିଭି, ଓଟିଟି ଓ କିଛି ଫିଲ୍ମରେ କାମ କରିଥିବା ଅଭିନେତା ଶରଦ କେଲକରଙ୍କ ଛତ୍ରପତି ଶିବାଜୀ ଲୁକ୍ ସେୟାର କରି ଲୋକେ ଅକ୍ଷୟଙ୍କୁ ଟ୍ରୋଲ କରିଛନ୍ତି। ଫିଲ୍ମ ତାନାଜୀରେ ଶରଦ କେଲକର ଛତ୍ରପତି ଶିବାଜୀ ଚରିତ୍ରରେ ନଜର ଆସିଥିଲେ। ଏଥିରେ ତାଙ୍କର ଡାଏଲଗ ଏବଂ ଅଭିନୟ ସମସ୍ତଙ୍କ ପସନ୍ଦ ଆସିଥିଲା। ଏବେ ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାରଙ୍କୁ ସମାନ ଚରିତ୍ରରେ ଲୋକେ ଦେଖିବା ପରେ ଦୁଇଜଣଙ୍କ ଲୁକକୁ ତୁଳନା କରିବାରେ ଲାଗିଛନ୍ତି।
ତେବେ ଚଳିତ ବର୍ଷ କୌଣସି ବଲିଉଡ ଫିଲ୍ମ ଭଲ ବ୍ୟବସାୟ କରିପାରିନାହିଁ। ବିଶେଷ କରି ଅକ୍ଷୟ କୁମାର ୨୦୨୨ରେ ଏକାଧିକ ଫିଲ୍ମରେ ନଜର ଆସିଥିଲେ ବି ତାଙ୍କର ଗୋଟିଏ ବି ଫିଲ୍ମ ବକ୍ସ ଅଫିସରେ କମାଲ କରିପାରିନାହିଁ। ବର୍ଷ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଅକ୍ଷୟଙ୍କ କୌଣସି ଫିଲ୍ମ ହିଟ ହୋଇପାରି ନାହିଁ। ଚଳିତ ବର୍ଷ ତାଙ୍କର ରିଲିଜ ହୋଇଥିବା ଫିଲ୍ମ- ‘ବଚ୍ଚନ ପାଣ୍ଡେ’, କଟପୁତଲି, ‘ସମ୍ରାଟ ପୃଥ୍ବୀରାଜ’ ଏବଂ ‘ରକ୍ଷା ବନ୍ଧନ’ ବକ୍ସ ଅଫିସରେ ଫ୍ଲପ୍ ହୋଇଥିବା ବେଳେ ଅକ୍ଟୋବାର ୨୫ରେ ରିଲିଜ ହୋଇଥିବା ଫିଲ୍ମ ‘ରାମ ସେତୁ’ କମାଲ କରିବ ବୋଲି ଆଶା କରାଯାଉଥିଲା। ହେଲେ ଏହି ଫିଲ୍ମଟି ମଧ୍ୟ ଫ୍ଲପ ସାବ୍ୟସ୍ତ ହୋଇଥିଲା।
Shakespeare, in the beautiful garden, among the party. Some of the hall: in fact she was ever to.
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଯାହା ମାର୍ଚ୍ଚ ୧ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।