ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଆଇପିଏଲ୍ ମେଗା ଅକ୍ସନ୍ ୨୦୨୨ ପୂର୍ବରୁ ଶୁକ୍ରବାର ଦିନ ପ୍ରି-ଆଇପିଏଲ୍ ନିଲାମୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ସମୟରେ କୋଲକାତା ନାଇଟ୍ ରାଇର୍ଡସ୍ ତରଫରୁ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଓ ଝିଅ ସୁହାନା ଖାନଙ୍କୁ ସ୍ପଟ୍ କରାଯାଇଥିଲା ।
ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ପାଇଁ ୨୦୨୧ ବର୍ଷ ବହୁତ ଖରାପ ରହିଥିଲା। ଡ୍ରଗ୍ସ କେସରେ ଫସି ଆର୍ଯ୍ୟନ ଜେଲ୍ ଯାଇଥିଲେ। ଦୀର୍ଘ ମାସେ କାଳ ପୁଅ ପାଇଁ ଆଇନଗତ ଲଢେଇ ଜିତି ଶାହରୁଖ ପୁଅକୁ ଜେଲରୁ ଜାମିନ ଆଣିଥିଲେ। ପରେ ଆର୍ଯ୍ୟନଙ୍କୁ ଦେଶ ଛାଡି ନ ଯିବା, ପ୍ରତି ଶୁକ୍ରବାର ଥାନାରେ ହାଜିରା ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନେକ ଦିନ ପର୍ଯ୍ୟନ୍ତ ମିଡିଆ ଏବଂ ଲାଇମଲାଇଟରୁ ଦୂରେଇ ଥିବା ଆର୍ଯ୍ୟନଙ୍କୁ ଏବେ ଆର୍ଯ୍ୟନଙ୍କୁ ମିଡିଆ ସାମ୍ନାରେ ଦେଖିବାକୁ ପଡିଛି।ଆଇପିଏଲ୍ ମେଗା ଅକ୍ସନ୍ ୨୦୨୨ ପୂର୍ବରୁ ଶୁକ୍ରବାର ଦିନ ପ୍ରି-ଆଇପିଏଲ୍ ନିଲାମୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ସମୟରେ କୋଲକାତା ନାଇଟ୍ ରାଇର୍ଡସ୍ ତରଫରୁ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଓ ଝିଅ ସୁହାନା ଖାନଙ୍କୁ ସ୍ପଟ୍ କରାଯାଇଥିଲା । ସୋସିଆଲ୍ ମିଡିଆରେ ଏବେ ଦୁହିଁଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି । ଫଟୋରେ ଆର୍ଯ୍ୟନ୍ ଓ ସୁହାନା ଉଭୟ ଟିମ୍ ସଦସ୍ୟଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା ।
ସୁହାନା ପ୍ରଥମ ଥର ପାଇଁ ଆଇପିଏଲ୍ ଅକ୍ସନ୍ ଚେୟାର ନଜର ଆସିଥିଲେ । କିନ୍ତୁ ଆର୍ଯ୍ୟନ୍ ଗତଥର ବି ଅକ୍ସନରେ ଯୋଗ ଦେଇଥିଲେ । ଗତ ବର୍ଷ ତାଙ୍କୁ ଜୁହି ଚାୱଲାଙ୍କ ଝିଅ ଜାହ୍ନବୀ ମେହତାଙ୍କ ସହିତ ଦେଖିବାକୁ ମିଳିଥିଲା। ଏବେ ଆର୍ଯ୍ୟନଙ୍କୁ ଆଇପିଏଲ ନିଲାମରେ ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।