Loading...

ଶରୀର ପାଇଁ ଉପକାରୀ ବାସି ଭାତ ଜାଣନ୍ତୁ କିପରି

ଶରୀର ପାଇଁ ଉପକାରୀ ବାସି ଭାତ ଜାଣନ୍ତୁ କିପରି

ରାତିରେ ବଳି ଯାଇଥିବା ଖାଦ୍ୟ ତା’ ପର ଦିନ ସକାଳକୁ ବାସି ହୋଇଯାଇଥାଏ । ସେହି ଖାଦ୍ୟକୁ ଆପଣ ଅଳିଆ ଡବାରେ ଫିଙ୍ଗି ଦେଇଥାନ୍ତି , କାରଣ ବାସି ଖାଦ୍ୟ ଶରୀରକୁ ହାନି ପହଁଚାଇଥାଏ ।

ରାତିରେ ବଳି ଯାଇଥିବା ଖାଦ୍ୟ ତା’ ପର ଦିନ ସକାଳକୁ ବାସି ହୋଇଯାଇଥାଏ । ସେହି ଖାଦ୍ୟକୁ ଆପଣ ଅଳିଆ ଡବାରେ ଫିଙ୍ଗି ଦେଇଥାନ୍ତି , କାରଣ ବାସି ଖାଦ୍ୟ ଶରୀରକୁ ହାନି ପହଁଚାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ରାତିରେ ବଳି ଯାଇଥିବା ଭାତ ଶରୀରକୁ ହାନିକାରକ ବଦଳରେ ଫାଇଦା ଦେଇଥାଏ ।

ଯଦି ଆପଣଙ୍କର ଅଲ୍ସର ସମସ୍ୟା ଥିବ ତେବେ ଆପଣଙ୍କୁ ନିହାତି ଭାବେ ବାସି ଭାତ ସେବନ କରିବା ଉଚିତ୍ । ବାସି ଭାତ ଖାଇବା ଦ୍ୱାରା ଅଲ୍ସର ଘା’ ବହୁତ ଶୀଘ୍ର ଠିକ୍ ହୋଇଯାଇଥାଏ ।

ବାସି ଭାତରେ ପ୍ରଚୁର ପରିମାଣର ଫାଇବର ରହିଥାଏ । ଏହା କୋଷ୍ଠକାଠିନ୍ୟର ଗମ୍ଭୀର ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ।

ସେହିପରି ବାସି ଭାତରେ ଭରପୁର ମାତ୍ରାରେ ନ୍ୟୁଟ୍ରିଏନ୍ସ ଏବଂ ମିନେରାଲ୍ସ ରହିଛି, ଯାହା ଶରୀରରେ ପୋଷକତତ୍ୱ ଅଭାବକୁ ଦୂର କରିଥାଏ ।

ଯଦି ଶରୀରରେ ତାପମାତ୍ରା ଅଧିକ ରହିଥିବ ତେବେ ବାସି ଭାତ ସେବନ ଦ୍ୱାରା ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ । ଏହା ପେଟ ଥଣ୍ଡା ରଖିଥାଏ । ଏହାଦ୍ୱାରା ଛୋଟ ମୋଟ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.