ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମୋତି ଚନ୍ଦ୍ରମାଙ୍କର ରତ୍ନ ଅଟେ। ଏହାକୁ ଧାରଣ କରିବା ଦ୍ୱାରା ଚନ୍ଦ୍ରମାଙ୍କର ସମସ୍ତ ଦୋଷ ଦୂର ହୋଇଥାଏ। ଚନ୍ଦ୍ରମା ମାନସିକ ଦୁଶ୍ଚିତାକୁ ଦୂର କରିଥାଆନ୍ତି।
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମୋତି ଚନ୍ଦ୍ରମାଙ୍କର ରତ୍ନ ଅଟେ। ଏହାକୁ ଧାରଣ କରିବା ଦ୍ୱାରା ଚନ୍ଦ୍ରମାଙ୍କର ସମସ୍ତ ଦୋଷ ଦୂର ହୋଇଥାଏ। ଚନ୍ଦ୍ରମା ମାନସିକ ଦୁଶ୍ଚିତାକୁ ଦୂର କରିଥାଆନ୍ତି। ଯେଉଁମାନଙ୍କ ରାଶିରେ ଚନ୍ଦ୍ରମା ଦୁର୍ବଳ ଅବସ୍ଥାରେ ରହିଥାଆନ୍ତି। ସେମାନେ ମୋତି ଧାରଣ କରିବା ଆବଶ୍ୟକ ଅଟେ। ଏତଦ୍ ବ୍ୟତୀତ ମୋତି ଧାରଣ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ।
୧) ମୋତି ଧାରଣ କରିବା ଦ୍ୱାରା ସମସ୍ତ ମାନସିକ ଦୁଶ୍ଚିତା ଦୂର ହୋଇଥାଏ।
୨) ଏହାକୁ ଧାରଣ କଲେ ଜ୍ଞାନ ବୃଦ୍ଧି ହୋଇଥାଏ।
୩) ପଣ୍ଡିତଙ୍କ ପରାମର୍ଶ ଅନୁଯାୟୀ ଏହାକୁ ବ୍ୟକ୍ତି ନିଜର ଓଜନ ଅନୁଯାୟୀ ୪ଟି, ୬ଟି କିମ୍ବା ୭ଟି ଧାରଣ କରିବା ଆବଶ୍ୟକ ଅଟେ।
୪) ଗୋଲ ମୋତିକୁ ସବୁଠାରୁ ଅଧିକ ପ୍ରାଚୀନ ଓ ସର୍ବଶ୍ରେଷ୍ଠ ବୋଲି ମାନ୍ୟତା ରହିଛି। ଏହି ମୋତିକୁ ଚାନ୍ଦିର ମୁଦିରେ ଶୁକ୍ଳ ପକ୍ଷ ସୋମବାର ଦିନ ଧାରଣ କରିବା ଉଚିତ ।
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।