ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋ ଏବଂ ଭିଡିଓଗୁଡ଼ିକରେ ଶାହରୁଖ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି। କୋଭିଡ-ସୁରକ୍ଷା ପ୍ରୋଟକଲ ସହିତ ମୁହଁରେ ଏକ ମାସ୍କ୍ ପିନ୍ଧିଥିଲେ। ‘ରିଡା’ ପିନ୍ଧିଥିଲେ ଏବଂ ଅଣ୍ଟାରେ ‘ଇଜାର’ ଗୁଡ଼ାଇଥିଲେ।
ସାଉଦି ଆରବରେ ଚଳଚ୍ଚିତ୍ର ‘ଡଙ୍କି’ର ସୁଟିଂ ଶେଷ କରିବା ପରେ ଶାହରୁଖ ଖାନ ତାଙ୍କର ଆଧ୍ୟାତ୍ମିକ ଦିଗକୁ ଗ୍ରହଣ କରିଛନ୍ତି। ମକ୍କାରେ ସେ ‘ଉମରା’ କରିଛନ୍ତି। ଉମରା ବା ସ୍ବତନ୍ତ୍ର ପ୍ରାର୍ଥନା ହଜ୍ ତୀର୍ଥଯାତ୍ରା ଠାରୁ ଭିନ୍ନ। ଯାହା ଇସଲାମିକ୍ ଚନ୍ଦ୍ର କ୍ୟାଲେଣ୍ଡରର ନିର୍ଦ୍ଦିଷ୍ଟ ତାରିଖ ଅନୁଯାୟୀ କରାଯାଇଥାଏ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋ ଏବଂ ଭିଡିଓଗୁଡ଼ିକରେ ଶାହରୁଖ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି। କୋଭିଡ-ସୁରକ୍ଷା ପ୍ରୋଟକଲ ସହିତ ମୁହଁରେ ଏକ ମାସ୍କ୍ ପିନ୍ଧିଥିଲେ। ‘ରିଡା’ ପିନ୍ଧିଥିଲେ ଏବଂ ଅଣ୍ଟାରେ ‘ଇଜାର’ ଗୁଡ଼ାଇଥିଲେ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।