Loading...

ସୁଟ୍‌କେସ୍‌ରୁ ମୃତଦେହ ମିଳିବା ଘଟଣାର ହେଲା ପର୍ଦ୍ଦାଫାସ

ସୁଟ୍‌କେସ୍‌ରୁ ମୃତଦେହ ମିଳିବା ଘଟଣାର ହେଲା ପର୍ଦ୍ଦାଫାସ

ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ଜଙ୍ଗଲରୁ ଟ୍ରଲି ବ୍ୟାଗରୁ ମୃତହେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ । ସ୍ତ୍ରୀ ହିଁ ମୁଖ୍ୟ ଅଭିଯୁକ୍ତ । ସ୍ତ୍ରୀ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ଜଙ୍ଗଲରୁ ଟ୍ରଲି ବ୍ୟାଗରୁ ମୃତହେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ । ସ୍ତ୍ରୀ ହିଁ ମୁଖ୍ୟ ଅଭିଯୁକ୍ତ । ସ୍ତ୍ରୀ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ଭିତରେ ଅଛନ୍ତି ଜଣେ ସମ୍ପର୍କୀୟ ଭାଇ ଓ ଅନ୍ୟ ଜଣେ ଲୋକ । ଦିନେ ପୂର୍ବରୁ କିଣିଥିଲେ ସୁଟକେସ୍‌ । ହତ୍ୟାକାଣ୍ଡ ଥିଲା ଯୋଜନାବଦ୍ଧ । ସିସିଟିଭିରୁ ମିଳିଲା ସୁରାକ । ଅଭିଯୁକ୍ତଙ୍କୁ ଧରିବାକୁ ଦୁଇଟି ଟିମ୍‌ ଗଠନ କରି ଖୋଳତାଡ କରୁଥିଲା ପୋଲିସ । ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଗତକାଲି ନାଚୁଣୀ ଥାନା ହରିପୁର ଜଙ୍ଗଲରୁ ମନୋରଞ୍ଜନ ମହାପାତ୍ରଙ୍କ ମୃତଦେହ ମିଳିଥିଲା । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.