Loading...

ଆଇପିଏଲ ମ୍ଯାଚର ଫାଇନାଲ ଯିବାକୁ ଗୁଜରାଟ-ଚେନ୍ନଇ ଲଢ଼େଇ

ଆଇପିଏଲ ମ୍ଯାଚର ଫାଇନାଲ ଯିବାକୁ ଗୁଜରାଟ-ଚେନ୍ନଇ ଲଢ଼େଇ

ଆଇପିଏଲ ୨୦୨୩ର ଫାଇନାଲରେ ପହଞ୍ଚିବା ଲାଗି ଗୁଜରାଟ-ଚେନ୍ନଇ ପାଇଁ ଆଜି ସୁଯୋଗ। ଆଇପିଏଲ୍‌ର ୧୬ଶ ସଂସ୍କରଣ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ୪ଟି ମୁକାବିଲା ବାକିଅଛି ।

ଆଇପିଏଲ ୨୦୨୩ର ଫାଇନାଲରେ ପହଞ୍ଚିବା ଲାଗି ଗୁଜରାଟ-ଚେନ୍ନଇ ପାଇଁ ଆଜି ସୁଯୋଗ। ଆଇପିଏଲ୍‌ର ୧୬ଶ ସଂସ୍କରଣ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ୪ଟି ମୁକାବିଲା ବାକିଅଛି । ୬ଟି ଦଳ ବିଦାୟ ନେଇ ସାରିଛନ୍ତି। ଏବେ ଟ୍ରଫି ଦୌଡ଼ରେ ୪ଟି ଦଳ।ଏହାର ବିଜେତା ସିଧାସଳଖ ଫାଇନାଲ ଖେଳିବ। ତେବେ ମଙ୍ଗଳବାର ଯେଉଁ ଦଳ ପରାସ୍ତହେବ; ଫାଇନାଲରେ ପହଞ୍ଚିବା ଲାଗି ବୁଧବାର ମ୍ୟାଚ୍‌ର ବିଜେତା ବିପକ୍ଷରେ ଏହା ଶୁକ୍ରବାର କ୍ବାଲିଫାୟର-୨ ଖେଳିବ। ତେଣୁ ପ୍ରଥମ ସୁଯୋଗରେ ହିଁ ମ୍ୟାଚ୍‌ ଜିତି ଫାଇନାଲ ସ୍ଥାନ ନିଶ୍ଚିତ କରିବାକୁ ଉଭୟ ଗୁଜରାଟ ଓ ଚେନ୍ନଇ ଦଳ ଲକ୍ଷ୍ୟ ରଖିଛନ୍ତି।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.