Loading...

କେବଳ ଲିରିକ୍ସ ନୁହେଁ ଏଣିକି ଗୀତର ସ୍ଵର ଦ୍ଵାରାବି ମିଳିବ ଗୀତ

କେବଳ ଲିରିକ୍ସ ନୁହେଁ ଏଣିକି ଗୀତର ସ୍ଵର ଦ୍ଵାରାବି ମିଳିବ ଗୀତ

ଆପଣ ଗୁଣୁଗୁଣୁ କରି ସେହି ଗୀତରୁ ଟିକେ ଗାଇଦେଲେ ଆପଣଙ୍କ ସାମ୍ନାକୁ ପୂରା ଗୀତ ପଳାଇ ଆସିବ।

ୟୁଟ୍ୟୁବ୍‌ର ନୂଆ ଲୁକ୍‌ ଓ ନୂଆ ଫିଚର୍‌ ପାଇଁ ଏବେ ଯୋଜନା ଆରମ୍ଭ ହୋଇଛି। ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କମ୍ପାନି ଏବେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ଉପଯୋଗ କରି ଅନେକ ଫିଚର ଲଞ୍ଚ୍‌ କରିବାକୁ ଯାଉଛି। କମ୍ପାନି ପ୍ରାୟ ୩୬ଟି ନୂଆ ଫିଚର ନେଇ ଆସୁଛି ବୋଲି ରିପୋର୍ଟରୁ ପ୍ରକାଶ ପାଇଛି। ଏହି ଫିଚର ମୋବାଇଲ୍‌, ଟ୍ୟାବ୍‌ ଓ ୱେବ୍‌ ସମସ୍ତ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ।

ଏପରି ଅନେକ ଥର ହୋଇଥିବ, ଏକ ଗୀତର ସ୍ବର ଆପଣଙ୍କ ମନକୁ ବାରମ୍ବାର ଆସୁଥିବ ହେଲେ ଗୀତ ମନେପଡୁନଥିବ। ଏବେ ଏ ସମସ୍ୟାର ବି ସମାଧାନ ନେଇ ଆସୁଛି କମ୍ପାନି। ଏଥର ଆପଣ ଗୁଣୁଗୁଣୁ କରି ସେହି ଗୀତରୁ ଟିକେ ଗାଇଦେଲେ ଆପଣଙ୍କ ସାମ୍ନାକୁ ପୂରା ଗୀତ ପଳାଇ ଆସିବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.