Loading...

ଧୀରଜଙ୍କଠାରୁ ୪୫୪.୫ କୋଟି ଟଙ୍କା ଜବତ ପରେ ଭାଇରାଲ ହେଉଛି ଧୀରଜ ସାହୁଙ୍କ ପୁରୁଣା ଟୁଇଟ୍

ଧୀରଜଙ୍କଠାରୁ ୪୫୪.୫ କୋଟି ଟଙ୍କା ଜବତ ପରେ ଭାଇରାଲ ହେଉଛି ଧୀରଜ ସାହୁଙ୍କ ପୁରୁଣା ଟୁଇଟ୍

୧୨ ଅଗଷ୍ଟ ୨୦୨୨ରେ ଧୀରଜ ସାହୁ ଏକ ପୋଷ୍ଟ ଟୁଇଟ କରିଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦିନେ କଳାଧନ ଉପରେ ବିସ୍ତୃତ ଭାଷଣ ଦେଉଥିବା ଲୋକ ପାଖରୁ ଏତେ ସାରା ଟଙ୍କା ବାହାରିବା ପରେ ତାଙ୍କ ଚରିତ୍ର, ରାଜନୈତିକ କ୍ଯାରିଆର ଓ ସଚୋଟତା ଉପରେ ପ୍ରଶ୍ନବାଚୀ ସୃଟି ହେବା ସ୍ଵାଭାବିକ।

ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କମଦ ବ୍ୟବସାୟରେ ଆଇଟି ରେଡ୍ ପରେ ମିଳିଥିବା ୪୫୪.୫ କୋଟି ଟଙ୍କା ଜବତ ପରେ କେବଳ ଓଡିଶା ନୁହେଁ ସାରା ଦେଶ ତାଜୁବ। ୧୨ ଅଗଷ୍ଟ ୨୦୨୨ରେ ଧୀରଜ ସାହୁ ଏକ ପୋଷ୍ଟ ଟୁଇଟ କରିଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦିନେ କଳାଧନ ଉପରେ ବିସ୍ତୃତ ଭାଷଣ ଦେଉଥିବା ଲୋକ ପାଖରୁ ଏତେ ସାରା ଟଙ୍କା ବାହାରିବା ପରେ ତାଙ୍କ ଚରିତ୍ର, ରାଜନୈତିକ କ୍ଯାରିଆର ଓ ସଚୋଟତା ଉପରେ ପ୍ରଶ୍ନବାଚୀ ସୃଟି ହେବା ସ୍ଵାଭାବିକ। 

୧୨ ଅଗଷ୍ଟ ୨୦୨୨ରେ ସେ ଏହି ଟୁଇଟ କରିଥିଲେ  ।  ଧୀରଜ ସାହୁ ଲେଖିଥିଲେ ଯେ ବିମୁଦ୍ରୀକରଣ ପରେ ବି ଏତେ ମାତ୍ରାରେ କଳାଧନ ଦେଖି ମନ ବ୍ୟଥିତ ହେଉଛି  ।  କିଛି ଜଣାପଡୁନି ଲୋକେ କେମିତି ଏତେ କଳାଧନ ଜମା କରୁଛନ୍ତି  । ଦେଶରୁ କେହି ଯଦି ଭ୍ରଷ୍ଟାଚାର ହଟେଇପାରେ, ସେ ହେଉଛି ଏକ ମାତ୍ର କଂଗ୍ରେସ ଦଳ ବୋଲି ଧୀରଜ ସାହୁ ଟୁଇଟ କରିଥିଲେ । ଆଜି ତାଙ୍କ ପାଖରୁ ଶହ ଶହ କୋଟି ମିଳିବା ପରେ ଏହି ଟୁଇଟ ଏବେ ଭାଇରାଲ ହେଉଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.