Loading...

ଆନନ୍ଦବଜାର ଦୋକାନ ଉପରେ ପଲିଥିନ ବଦଳରେ ସିନ୍ଥେଟିକ୍ ଫେବ୍ରିକ୍ସର ବ୍ୟବହାର

ଆନନ୍ଦବଜାର ଦୋକାନ ଉପରେ ପଲିଥିନ ବଦଳରେ ସିନ୍ଥେଟିକ୍ ଫେବ୍ରିକ୍ସର ବ୍ୟବହାର

ଜାନୁଆରୀ ୧୭ ତାରିଖରେ ହେବ ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବ। ଏହାପୂର୍ବରୁ ଶ୍ରୀମନ୍ଦିରରେ ଅନେକ ପରିବର୍ତ୍ତନ କରାଯାଉଛି। ଆନନ୍ଦ ବଜାର ହେବ ପଲିଥିନ ମୁକ୍ତ ।ଦୋକାନ ଲାଗି ସିନ୍ଥେଟିକ୍ ଫେବ୍ରିକ୍ସରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ପରବର୍ତ୍ତୀ ବୈଠକରେ ଆଲୋଚନା କରି ଅବଢା ଦର ନିର୍ଦ୍ଧାରଣ ହେବ ।

ସୂଚନାନୁସାରେ, ଅତ୍ୟନ୍ତ ଭବ୍ୟ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ଶ୍ରୀଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ ସେଣ୍ଟର ଠାରେ ସ୍ବତନ୍ତ୍ର ପ୍ରଦର୍ଶନୀ କରାଯିବ । ଏହାସହ ଶ୍ରୀମନ୍ଦିର ଐତିହ୍ୟକୁ ନେଇ ଲେଜ଼ର ଶୋ କରାଯିବାକୁ ଲକ୍ଷ୍ଯ ରଖାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ହୋଇଛି ସବିଶେଷ ଆଲୋଚନା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.