ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଦେହ ଓ ମନରେ ପୁଲକ ଭରିଛି ଫଗୁଣ। ଦୋଳ ବିମାନରେ ଗାଁ ବୁଲିବାକୁ ଗୋଡ଼ କାଢ଼ି ବସିଲେଣି ରାଧା ମାଧବ। ଦିନେ କେଇଟା ପରେ ବାଜା, ବାଣ, ରୋଶଣିରେ ଭକ୍ତ କାନ୍ଧରେ ସୁସଜ୍ଜିତ ବିମାନରେ ସବାର ହୋଇ ଭୋଗ ଖାଇବାକୁ ଯିବେ ଲୀଳାମୟ କୃଷ୍ଣ।
ଦେହ ଓ ମନରେ ପୁଲକ ଭରିଛି ଫଗୁଣ। ଦୋଳ ବିମାନରେ ଗାଁ ବୁଲିବାକୁ ଗୋଡ଼ କାଢ଼ି ବସିଲେଣି ରାଧା ମାଧବ। ଦିନେ କେଇଟା ପରେ ବାଜା, ବାଣ, ରୋଶଣିରେ ଭକ୍ତ କାନ୍ଧରେ ସୁସଜ୍ଜିତ ବିମାନରେ ସବାର ହୋଇ ଭୋଗ ଖାଇବାକୁ ଯିବେ ଲୀଳାମୟ କୃଷ୍ଣ। ଖୋଳ, ଗିନି ଓ କରତାଳରେ ଉଚ୍ଛୁଳି ଉଠିବ ଗାଁ। ଋତୁରାଜ ବସନ୍ତକୁ ସ୍ବାଗତ କରିବ ଫଗୁମୟ ପରିବେଶ। ଜମିବ ପଞ୍ଚୁଦୋଳ ମେଳଣ। ତେବେ ବାଲିପାଟଣାର ସର୍ବପୁରାତନ ଦୋପଟି ମେଳଣ ଜମାଣ ସମାପନ ହୋଇଛି। ଏକଦଶୀ ତିଥି ଅଵସରରେ ସ୍ଥାନୀୟ ଅଞ୍ଚଳର ଆରାଧ୍ୟ୍ୟ ଦେବତା ଗ୍ରାମରେ ଭୋଗ ଖାଇ ଭୋରୁ ମେଳଣ ପଡ଼ିଆ ଅଭିମୁଖେ ଆସିଥିଲେ। ଦୋପଟି ମେଳଣର ଆରାଧ୍ୟ୍ୟ ଦେବତା ଗାରେଡିପାଞ୍ଚଣ ଗ୍ରାମର ଶ୍ରୀ ବୁଦ୍ଧନାଥ ଦେବ ଥାନପତି ଅଟନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।