ସ୍ୱାସ୍ଥ୍ୟ ପାଇଁ ଗୁଡ ସେବନ ଅତ୍ୟନ୍ତ ଲାଭଦାୟୀ
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
Loading...
ଓଜନ କମାଇବାକୁ ଆପଣ ଗ୍ରୀନ୍-ଟି (ସବୁଜ ଚା) ପିଉଛନ୍ତି କି? ଯଦି ପିଉଥାନ୍ତି ତେବେ ଖୁବ୍ ଭଲ କଥା।
ଆଜିକାଲି ଲୋକେ ଫିଟ୍ନେସ୍ ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି। ଓଜନ କମାଇବାକୁ ବିଭିନ୍ନ ଉପାୟ ଆପଣଉଛନ୍ତି। ଓଜନ କମାଇବାକୁ ଆପଣ ଗ୍ରୀନ୍-ଟି (ସବୁଜ ଚା) ପିଉଛନ୍ତି କି? ଯଦି ପିଉଥାନ୍ତି ତେବେ ଖୁବ୍ ଭଲ କଥା। କାହିଁକି ନା, ଗ୍ରୀନ ଟି କେବଳ ଓଜନ ହ୍ରାସ କରିବାକୁ ନୁହେଁ ଏଥିରେ ଆହୁରି ଅନେକ ଭଲ ଗୁଣ ରହିଛି। ଦୈନିକ ଗ୍ରୀନ-ଟି ପିଇଲେ ମୁଖମଣ୍ଡଳରେ ଔଜଲ୍ୟତା ଆସେ। ଅନେକ ଧରଣର ପେଟ ରୋଗ ଭଲ ହୁଏ, ଥଣ୍ଡା କାଟେ ଓ ଏମିତି ଆହୁରି ଅନେକ। ମାତ୍ର ଗ୍ରୀନ-ଟି ହିଁ କାହିଁକି, ଏହାକୁ ପିଇସାରିବା ପରେ ଏହାର ବ୍ୟାଗକୁ ମଧ୍ୟ ଆପଣ ବିଭିନ୍ନ କାମରେ ଲଗାଇ ପାରିବେ। ତେବେ ଚାଲନ୍ତୁ ଜାଣିବା ଚା ପିଇ ସାରିବା ପରେ ଏହି ବ୍ୟାଗ୍କୁ ଆମେ କେଉଁ ସବୁ କ୍ଷେତ୍ରରେ ବ୍ୟବହାର କରିପାରିବା।ଗ୍ରୀନ-ଟି ପିଇବା ପରେ ସେହି ବ୍ୟାଗ୍କୁ ଆପଣ ନ ଫୋପାଡ଼ି ରାତିରେ ନିଜ ଆଖି ଉପରେ ରଖିକି ଶୁଅନ୍ତୁ। ଫଳରେ ଆପଣଙ୍କ ଆଖି ତଳ କଳା ପଡ଼ିବା କମ୍ ହେବ। ଯଦି ଫୁଲ କୁଣ୍ଡରେ କିଛି ଗଛ ଲଗାଇଛନ୍ତି ତ ବ୍ୟବହୃତ ଚା ପତିକୁ ସେହି କୁଣ୍ଡରେ ଦିଅନ୍ତୁ ଗଛକୁ ବଢ଼ାଇବାରେ ଏହା ବିଶେଷ ସହାୟକ ହୋଇଥାଏ। ଯଦି ଶରୀରରେ କୌଣସି କଟା କିମ୍ବା ପୋଡ଼ା ଦାଗ ଅଛି ଓ ତାହା ସହଜରେ ଯାଉନାହିଁ ତେବେ ପିଇ ସାରିଥିବା ଚା ପତିକୁ ସେହି ଅଙ୍ଗରେ ପ୍ରତିଦିନ ଘଷନ୍ତୁ ଦେଖିବେ ଦାଗ କମ୍ ପଡ଼ିଯିବ। ଏହାକୁ ସୁଖାଇ ଗୁଣ୍ଡ କରି ଆପଣଙ୍କ କେଶରେ ଲଗାଉଥିବା ମେହେନ୍ଦୀରେ ବି ମିଶ୍ରଣ କରି ଲଗାଇ ପାରିବେ କେଶ ମସୃଣ ହେବ।
Shakespeare, in the beautiful garden, among the party. Some of the hall: in fact she was ever to.
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
ପ୍ରତିଦିନ କଲରା ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଅନେକ ସାବୁନ ଚେହେରାକୁ କୋମଳ ଆଉ ମୁଲାୟମ କରିବା ପରିବର୍ତ୍ତେ ଏହାକୁ ଶୁଷ୍କ କରିଦିଏ।