Loading...

ବଲାଙ୍ଗୀର ଓ ଟିଟିଲାଗଡ଼ରେ ଗତ ୭ ଦିନ ଧରି ଚାଲିଥିବା ଆୟକର ଚଢାଉରେ ଅନ୍ତ

ବଲାଙ୍ଗୀର ଓ ଟିଟିଲାଗଡ଼ରେ ଗତ ୭ ଦିନ ଧରି ଚାଲିଥିବା ଆୟକର ଚଢାଉରେ ଅନ୍ତ

ବଲାଙ୍ଗୀର କ୍ଳବପଡା ମଦଭାଟି ଅଫିସରୁ ବାହାରି ଜଣେ ଅଧିକାରୀ ଆୟକର ଚଢାଉ ଅଭିଯାନ ବଲାଙ୍ଗୀରରୁ ଶେଷହେଲା ବୋଲି କହିଥିଲେ ।

ବଲାଙ୍ଗୀର ଓ ଟିଟିଲାଗଡ଼ରେ ଗତ ୭ ଦିନ ଧରି ଚାଲିଥିବା ଆୟକର ଚଢାଉ ମଙ୍ଗଳବାର ଶେଷ ହୋଇଛି । ବଲାଙ୍ଗୀର କ୍ଳବପଡା ମଦଭାଟି ଅଫିସରୁ ବାହାରି ଜଣେ ଅଧିକାରୀ ଆୟକର ଚଢାଉ ଅଭିଯାନ ବଲାଙ୍ଗୀରରୁ ଶେଷହେଲା ବୋଲି କହିଥିଲେ । ବଲାଙ୍ଗୀରରୁ ଜବତ ୨୮୫ କୋଟି ଟଙ୍କା ବଲାଙ୍ଗୀର ଏସ୍‌ବିଆଇ ମୁଖ୍ୟ ଶାଖାରେ ଡିପୋଜିଟ ହୋଇଥିବା ସେ ସୂଚନା ଦେଇଥିଲେ। ତେବେ ଅଧିକାରୀ ଜଣକ ଭୁବନେଶ୍ବର ଫେରିଯାଉଛୁ ବୋଲି କହିଥିଲେ। ଏହାକୁ ନେଇ ଅଧିକ ତଥ୍ୟ ଦେଇ ପାରିବେ ନାହିଁ ବୋଲି କହିଥିଲେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.