Loading...

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ମନୀଷ ସିସୋଦିଆ

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ମନୀଷ ସିସୋଦିଆ

ମଦ ଦୁର୍ନୀତି ଅଭିଯୋଗ ରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି ଇଡି । ଦୁଇ ଦିନ ଧରି ଜେରା କରିବା ପରେ ମନି ଲଣ୍ଡ୍ରିଂ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ମଦ ଦୁର୍ନୀତି  ଅଭିଯୋଗ ରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି ଇଡି । ଦୁଇ ଦିନ ଧରି ଜେରା କରିବା ପରେ ମନି ଲଣ୍ଡ୍ରିଂ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଆଜି  ମନୀଷ ସିସୋଦିଆଙ୍କୁ କୋର୍ଟରେ ହାଜର କରାଯିବ। ସିବିଆଇ ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଥିବା ସିସୋଦିଆ ଦ୍ୱିତୀୟ ଥର ପାଇଁ ଗିରଫ ହୋଇଛନ୍ତି । ଆଜି ସିବିଆଇ ଗିରଫଦାରୀକୁ ଚ୍ୟାଲେଂଜ କରି ଜାମିନ୍ ପାଇଁ ସିବିଆଇ କୋର୍ଟରେ ଶୁଣାଣି ହେବ । ଏହାର ଗୋଟିଏ ଦିନ ପୂର୍ବରୁ ଇଡି ସିସୋଦିିଆଙ୍କୁ ଗିରଫ କରିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.