Loading...

ଫୋନ୍‌ର ସ୍କ୍ରିନ୍ ଲକ୍‌ ଭଳି ପିନ୍ କିମ୍ବା ପାଟର୍ଣ୍ଣ ବ୍ୟବହାର କରିବେ ଗୁଗୁଲ ୟୁଜର୍ସ

ଫୋନ୍‌ର ସ୍କ୍ରିନ୍ ଲକ୍‌ ଭଳି ପିନ୍ କିମ୍ବା ପାଟର୍ଣ୍ଣ ବ୍ୟବହାର କରିବେ ଗୁଗୁଲ ୟୁଜର୍ସ

ଫୋନ୍‌ର ସ୍କ୍ରିନ୍ ଲକ୍‌ ଭଳି ପିନ୍ କିମ୍ବା ପାଟର୍ଣ୍ଣ ବ୍ୟବହାର କରିବେ ଗୁଗୁଲ ୟୁଜର୍ସ। ପାସ୍‌ୱାର୍ଡ ସ୍ଥାନରେ ଏହା ପାସ୍‌କି’ ବ୍ୟବସ୍ଥା ଲାଗୁ କରିବ ଯାହା ମୁଖମଣ୍ଡଳ ଚିହ୍ନଟ କିମ୍ବା ଫିଙ୍ଗରପ୍ରିଣ୍ଟ୍‌ ଭଳି ବାୟୋମେଟ୍ରିକ୍ ତଥ୍ୟ ଆଧାରରେ କାମ କରିବା ପାଇଁ ଯୋଜନା କରୁଛି ଗୁଗୁଲ।

ଫୋନ୍‌ର ସ୍କ୍ରିନ୍ ଲକ୍‌ ଭଳି ପିନ୍ କିମ୍ବା ପାଟର୍ଣ୍ଣ ବ୍ୟବହାର କରିବେ ଗୁଗୁଲ ୟୁଜର୍ସ। ପାସ୍‌ୱାର୍ଡ ସ୍ଥାନରେ ଏହା ପାସ୍‌କି’ ବ୍ୟବସ୍ଥା ଲାଗୁ କରିବ ଯାହା ମୁଖମଣ୍ଡଳ ଚିହ୍ନଟ କିମ୍ବା ଫିଙ୍ଗରପ୍ରିଣ୍ଟ୍‌ ଭଳି ବାୟୋମେଟ୍ରିକ୍ ତଥ୍ୟ ଆଧାରରେ କାମ କରିବା ପାଇଁ ଯୋଜନା କରୁଛି ଗୁଗୁଲ। ଏହି ବ୍ୟବସ୍ଥା ଲାଗୁ ହେବା ପରେ ବିଭିନ୍ନ ଆକାଉଣ୍ଟ୍‌ ଲାଗି ଲୋକମାନଙ୍କୁ ଆଉ ଭିନ୍ନ ଭିନ୍ନ ପାସ୍‌ୱାର୍ଡ ମନେ ରଖିବାକୁ ପଡ଼ିବନି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.