Loading...

ରୋଜ ଡେ’ରୁ ଆରମ୍ଭ ହେଲା ପ୍ରେମ ସପ୍ତାହ

ରୋଜ ଡେ’ରୁ ଆରମ୍ଭ ହେଲା ପ୍ରେମ ସପ୍ତାହ

ଗୋଲାପ ପ୍ରେମର ପ୍ରତୀକ । ପେବୃଆରୀ ମାସ ମଧ୍ୟ ପ୍ରମର ପ୍ରତୀକ । ପ୍ରେମର ପର୍ବ ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହେବ ତା ପୁଣି ଗୋଲାପ ବିନା .. ଏହା ଅସମ୍ଭବ ।

ଗୋଲାପ ପ୍ରେମର ପ୍ରତୀକ । ପେବୃଆରୀ ମାସ ମଧ୍ୟ ପ୍ରମର ପ୍ରତୀକ । ପ୍ରେମର ପର୍ବ ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହେବ ତା ପୁଣି ଗୋଲାପ ବିନା .. ଏହା ଅସମ୍ଭବ । ଫେବୃଆରୀ ମାସ ୧୪ ତାରିଖ ପୂର୍ବରୁ ଗୋଟେ ସପ୍ତାହ ଭାଲେଣ୍ଟାଇନ ୱିକ୍‌ ପାଳନ କରାଯାଏ। ଏହି ୭ଦିନର ପ୍ରତ୍ୟେକ ଦିନ ଅଲଗା ଅଲଗା ଡେ ଭାବେ ସେଲିବ୍ରେଟ କରାଯାଏ। ପ୍ରଥମେ ୭ ଫେବୃଆରୀକୁ ରୋଜ ଡେ ଭାବେ ପାଳନ କରାଯଆଏ।

ରୋଜ ଡେରେ ଗୋଲାପ ଫୁଲ ଦେଇ ପ୍ରେମ ନିବେଦନ କରାଯାଏ। କିଛି ନ କହି ମଧ୍ୟ ଗୋଲାପ ଫୁଲ ମାଧ୍ୟମରେ ନିଜ ପ୍ରେମର ଭାବନାକୁ ସାମ୍ନା ବ୍ୟକ୍ତିକୁ ଜଣାଇ ହୁଏ। କିନ୍ତୁ ଗୋଲାପ ଫୁଲ ଦେବା ପୂର୍ବରୁ ଭିନ୍ନ ରଂଗର ଗୋଲାପ ବିଷୟରେ ଜାଣିବା ଉଚିତ୍‌। କାରଣ ଭାଲେନଣ୍ଟାଇନ ଡେ କେବଳ ପ୍ରେମିକ ବା ପ୍ରେମିକାଙ୍କ ପାଇଁ ପାଳନ କରାଯାଏ ନାହିଁ। ଏହି ଦିନ ମା ବାପାଙ୍କ ପାଇଁ ଥିବା ଭଲ ପାଇବା, ଗୁରୁଙ୍କ ପାଇଁ ଶିଷ୍ୟ ମଧ୍ୟରେ ଥିବା ସମ୍ପର୍କ, ଭାଇ ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହଁ ଓ ସାଂଗ ସାଥିଙ୍କର ନିଜ ଜୀବନରେ ମହତ୍ୱକୁ ମଧ୍ୟ ପ୍ରକାଶ କରାଯାଏ। ସେଥିପାଇଁ ଭଲପାଇବାର ପ୍ରତୀକ ଗୋଲାପ ଏଇ ସମସ୍ତଙ୍କୁ ଦେଇ ହେବ । କେବଳ ରଂଗ ଅଲଗା ଅଲଗା ।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.