Loading...

ନଭେମ୍ବର ୨୯ ତାରିଖରୁ ଶିକ୍ଷକମାନେ ଶିକ୍ଷାସ୍ଥାନ ତଥା ନିଜ ସ୍ଥାନକୁ ବଦଳି ପାଇଁ ଆବେଦନ କରିପାରିବେ

ନଭେମ୍ବର ୨୯ ତାରିଖରୁ ଶିକ୍ଷକମାନେ ଶିକ୍ଷାସ୍ଥାନ ତଥା ନିଜ ସ୍ଥାନକୁ ବଦଳି ପାଇଁ ଆବେଦନ କରିପାରିବେ

ଶିକ୍ଷକଙ୍କ ବଦଳି ପାଇଁ ରାଜ୍ୟ ସରକାର ନୂତନ ଗାଇଡ୍‌ଲାଇନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୯ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

ଶିକ୍ଷକଙ୍କ ବଦଳି ପାଇଁ ରାଜ୍ୟ ସରକାର ନୂତନ ଗାଇଡ୍‌ଲାଇନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୯ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଇଚ୍ଛୁକ ଶିକ୍ଷକମାନେ ବଦଳି ପାଇଁ ଆବେଦନ କରିପାରିବେ। ଏଥିନିମନ୍ତେ ଟିଚର ଟ୍ରାନ୍ସଫର ପୋର୍ଟାଲ ଖୋଲିବା ପାଇଁ ଶୁକ୍ରବାର ମାଧ୍ୟମିକ ଶିକ୍ଷକ ନିର୍ଦ୍ଦେଶାଳୟ ପକ୍ଷରୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ଏହି ପୋର୍ଟାଲରେ ଶିକ୍ଷକମାନେ ଜିଲା ଭିତରେ ଓ ବାହାରେ ବଦଳି ପାଇଁ ଆବେଦନ କରିବେ। ସୂଚନାଯୋଗ୍ୟ, ୨୦୧୯ ଶିକ୍ଷକ ବଦଳି ନିୟମକୁ ରଜ୍ୟ ସରକାର ପରିବର୍ତ୍ତନ କରିଥିଲେ। ଏନେଇ ଗତ ଅଗଷ୍ଟ ୧୯ତାରିଖରେ ନିର୍ଦ୍ଦେଶାବଳୀ ଜାରି କରିଥିଲେ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.