କାନଡାର ଟରୋଣ୍ଟୋରେ ସଡ଼କ ଦୁର୍ଘଟଣା; ୫ ଭାରତୀୟ ଛାତ୍ର ମୃତ, ୨ ଆହତ
କାନାଡାର ଟରଣ୍ଟୋରେ ଅଟୋ ଦୁର୍ଘଟଣାଗ୍ରସ୍ତ । ଫଳରେ ଏହି ଦୁର୍ଘଟଣାରେ ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Loading...
କାନାଡାର ଟରଣ୍ଟୋରେ ଅଟୋ ଦୁର୍ଘଟଣାଗ୍ରସ୍ତ । ଫଳରେ ଏହି ଦୁର୍ଘଟଣାରେ ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଋଷ-ୟୁକ୍ରେନ୍ ଯୁଦ୍ଧ ଆଜି ୧୯ ଦିନରେ ପହଂଚିଛି । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଥମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ୟେକ୍ରେନର ରାଜଧାନୀ କିଭ୍ ସମେତ ବିଭିନ୍ନ ସହରରେ ଋଷ ପକ୍ଷରୁ ଆକ୍ରମଣ କରାଯାଉଛି ।
ଗତ ୧୯ଦିନ ହେଲାଣି ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ପ୍ରଥମେ ସେନା, ପରେ ସାଧାରଣ ନାଗରିକ ଏବଂ ଏବେ ଅନ୍ୟ ଦେଶର ସାମ୍ବାଦିକଙ୍କୁ ବି ଟାର୍ଗେଟ କରୁଛି ରୁଷ। ଆଜି ରୁଷ ସେନାର ଗୁଳିରେ ଜଣେ ଆମେରିକୀୟ ସାମ୍ବାଦିକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।
ଆସନ୍ତା ୧୬ ତାରିଖରୁ ଖରା ଆହୁରି ବଢ଼ିବ। ଏପରିକି ରାଜ୍ୟର ବହୁ ସ୍ଥାନରେ ଗ୍ରୀଷ୍ମ ଲହରୀ ପ୍ରବାହିତ ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ । ଓଡ଼ିଶା ରାଜନୈତିକ ଇତିହାସରେ ପ୍ରଥମ ଥର ସମସ୍ତ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବାରେ ସଫଳ ହେଲା ବିଜେଡି । ଏନେଇ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ଜର୍ମାନ ଚାନ୍ସେଲର ଓଲାଫ୍ ସ୍କଲ୍ଜ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି। ପୁଟିନ୍ଙ୍କ ସହ ୭୫ ମିନିଟ୍ କଥାବାର୍ତ୍ତା ସମୟରେ ଉଭୟ ସ୍କଲ୍ଜ ଏବଂ ମାକ୍ରନ୍ ୟୁକ୍ରେନ୍ରେ ତୁରନ୍ତ ଯୁଦ୍ଧବିରତି ପାଇଁ ଦାବି କରିଛନ୍ତି।
ୟୁକ୍ରେନ ଉପରେ ଜାରି ରହିଛି ରୁଷିର ଘନ ଘନ ଆକ୍ରମଣ। ପ୍ରବଳ ରକେଟ୍ ମାଡ ସାଙ୍ଗକୁ ଜାରି ରହିଛି ଗୁଳିବର୍ଷା । ଏବେ ରୁଷର ଏହି ଆକ୍ରମଣ ଚରମସୀମା ଟପିଛି। ନିରୀହ ଲୋକଙ୍କୁ ଟାର୍ଗେଟ କରିଛି ରୁଷ ସେନା।
ଶେଷ ହୋଇଛି ୩୧୪ ବ୍ଲକରେ ବ୍ଳକ ଅଧ୍ୟକ୍ଷ ନିର୍ବାଚନ । ବିଜେଡି ଦାବି କରିଛି ସେମାନଙ୍କ ସମର୍ଥିତ ନେତାଙ୍କ ଦଖଲରେ ୨୭୮ ବ୍ଲକ ଅର୍ଥାତ୍ ୮୯ ପ୍ରତିଶତ ବ୍ଳକ ରହିଛି । ବହୁ ବ୍ଲକରେ ବିଜେଡି ସମର୍ଥିତ ନେତାମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।
ଚଳିତ ଶିକ୍ଷାବର୍ଷ ପାଇଁ ନୂତନ ପରୀକ୍ଷା ନୀତି ପ୍ରଚଳନ କରିଛି ସିଏଚଏସଇ। ପ୍ରଥମ ବର୍ଷରେ ତିନିଟି କ୍ୱାର୍ଟର ଏଣ୍ଡ ଓ ଗୋଟିଏ ଫାଷ୍ଟ ଟର୍ମ ଏଣ୍ଡ ପରୀକ୍ଷା କଲେଜ ପକ୍ଷରୁ କରାଯାଇଥିଲା।
ଏଣିକି ପ୍ରତ୍ୟେକ ରବିବାର ଖୋଲିବ ଶ୍ରୀମନ୍ଦିର। କୋଭିଡ୍ ଯୋଗୁ ସାନିଟାଇଜ୍ କରିବା ପାଇଁ ଗତ ଦୁଇ ବର୍ଷ ଧରି ଶ୍ରୀମନ୍ଦିରରେ ରବିବାର ଦର୍ଶନ ବନ୍ଦ ରହିଥିଲା l ତେବେ ଏହି କଟକଣାକୁ ଆଜି ହଟାଇ ଦିଆଯାଇଛି।
ଆଜି କଳିଙ୍ଗରେ ଦେଖିବାକୁ ମିଳିବ କଡ଼ା ଟକ୍କର । କଳିଙ୍ଗ ଷ୍ଟାଡିୟମରେ ପ୍ରୋ ଲିଗ ହକିରେ ସାମ୍ନା ସାମ୍ନି ହେବେ ଭାରତ ଓ ଜର୍ମାନୀ ମହିଳା ହକି ଟିମ୍ । ସ୍ପେନ୍ ବିପକ୍ଷରେ ଘରୋଇ ପ୍ରୋ ଲିଗ୍ ହକି ଅଭିଯାନ ଆରମ୍ଭ କରିଥିବା ଭାରତୀୟ ମହିଳା ଦଳ ଆଜି ଓ ଆସନ୍ତାକାଲି ବିଶ୍ୱର ୫ ନମ୍ବର ଟିମ୍ ଜର୍ମାନୀକୁ ଭେଟିବ ।
ଆଲିଆ ଭଟ୍ଟ ବର୍ତ୍ତମାନ ‘ଗାଙ୍ଗୁବାଇ କାଠିଆୱାଡି’ ପାଇଁ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ବର୍ତ୍ତମାନ ପୁଣି ଥରେ ପ୍ରେମିକ ରଣବୀର କପୁରଙ୍କ ସହ ତାଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏହି ଖବର ଶୁଣିବା ମାତ୍ରେ ପ୍ରଶଂସକମାନେ ଉତ୍ସାହର ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି ।