Loading...

ଆଜି ବିଶ୍ଵ ମହିଳା ଦିବସ

ଆଜି ବିଶ୍ଵ ମହିଳା ଦିବସ

ଆଜି ମାର୍ଚ 8 ବିଶ୍ଵ ମହିଳା ଦିବସ। ସମାଜରେ ମହିଳାଙ୍କୁ ସମାନ ଅଧିକାର, ପ୍ରତିଟି କ୍ଷେତ୍ରରେ ତା'ର ଯୋଗଦାନ, ନ୍ୟାୟ ପ୍ରଦାନ ଏବଂ ସମ୍ମାନ ଜଣାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।

ଜନନୀ, ଭଗିନୀ, ବାନ୍ଧବୀ, ପ୍ରେମୀ, ପ୍ରଣୟିନୀର ପରିଚୟଜନନୀ, ଭଗିନୀ, ବାନ୍ଧବୀ, ପ୍ରେମୀ, ପ୍ରଣୟିନୀର ପରିଚୟ ଦେଇ ସମସ୍ତଙ୍କ ଜୀବନରେ ସ୍ଵତନ୍ତ୍ର ଥିବା ମହିଳାମାନଙ୍କ ପାଇଁ ଦିନଟିଏ। ଆଜି ମାର୍ଚ 8 ବିଶ୍ଵ ମହିଳା ଦିବସ। ସମାଜରେ ମହିଳାଙ୍କୁ ସମାନ ଅଧିକାର, ପ୍ରତିଟି କ୍ଷେତ୍ରରେ ତା'ର ଯୋଗଦାନ, ନ୍ୟାୟ ପ୍ରଦାନ ଏବଂ ସମ୍ମାନ ଜଣାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।ଚଳିତ ବର୍ଷ ମଧ୍ୟ ଏକ ବିଷୟବସ୍ତୁ ରଖାଯାଇଛି । EmbraceEquity ଅର୍ଥାତ୍ 'ନିରପେକ୍ଷତାକୁ ଆଲିଙ୍ଗନ କର' ବିଷୟବସ୍ତୁ ଆଧାରରେ ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । 

ପ୍ରଥମେ ଆମେରିକାରେ ୨୮ ଫେବୃଆରୀ ୧୯୦୯ ରେ ଏହି ଦିନକୁ ପାଳନ କରାଯାଉଥିଲା । ସେତେବେଳେ ଏହା କେବଳ ଆମେରିକାରେ ହିଁ ସୀମିତ ଥିଲା । ପରେ ୧୯୧୦ ମସିହାରେ ଏହି ଦିବସକୁ ମାନ୍ୟତା ମିଳିଥିଲା । ମହିଳାମାନଙ୍କୁ ଭୋଟର ଅଧିକାର ଦେବା ଏହାର ମୂଳ ଉଦ୍ଦେଶ୍ୟ ଥିଲା। ୧୯୧୭ ମସିହାରେ, ସୋଭିଏତ୍ ୟୁନିଅନ୍ ଏହି ଦିନକୁ ଜାତୀୟ ଛୁଟିଦିନ ଭାବରେ ଘୋଷଣା କରିଥିଲା । ମିଳିତ ଜାତିସଂଘ ୧୯୯୬ ମସିହାରୁ ଏକ ବିଶେଷ ଥିମ୍ ସହିତ ଆନ୍ତର୍ଜାତୀୟ ମହିଳା ପାଳନ କରିବା ଆରମ୍ଭ କରିଥିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.