ଏପ୍ରିଲ ୪ ତାରିଖରୁ ସକାଳ ୭ ଟାରୁ ଚାଲିବ ସମସ୍ତ କୋର୍ଟ
ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ତାପମାତ୍ରା । ଦିନରେ ତାପମାତ୍ରା ୩୯ଂ ଉପରେ ରହୁଛି । ଫଳରେ ରାସ୍ତାରେ ଚାଲିବା ମଧ୍ୟ ମୁସ୍କିଲ ହେଉଛି । ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ଏଭଳି ତାପମାତ୍ରା ବୃଦ୍ଧି ପାଇଛି । ଗ୍ରୀଷ୍ମ ପ୍ରବାଭକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ କୋର୍ଟ ସକାଳୁଆ ଚାଲିବ ।