Loading...

ଏପ୍ରିଲ ୪ ତାରିଖରୁ ସକାଳ ୭ ଟାରୁ ଚାଲିବ ସମସ୍ତ କୋର୍ଟ

ଏପ୍ରିଲ ୪ ତାରିଖରୁ ସକାଳ ୭ ଟାରୁ ଚାଲିବ ସମସ୍ତ କୋର୍ଟ

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ତାପମାତ୍ରା । ଦିନରେ ତାପମାତ୍ରା ୩୯ଂ ଉପରେ ରହୁଛି । ଫଳରେ ରାସ୍ତାରେ ଚାଲିବା ମଧ୍ୟ ମୁସ୍କିଲ ହେଉଛି । ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ଏଭଳି ତାପମାତ୍ରା ବୃଦ୍ଧି ପାଇଛି । ଗ୍ରୀଷ୍ମ ପ୍ରବାଭକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ କୋର୍ଟ ସକାଳୁଆ ଚାଲିବ ।

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ତାପମାତ୍ରା । ଦିନରେ ତାପମାତ୍ରା ୩୯ଂ ଉପରେ ରହୁଛି । ଫଳରେ ରାସ୍ତାରେ ଚାଲିବା ମଧ୍ୟ ମୁସ୍କିଲ ହେଉଛି । ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ଏଭଳି ତାପମାତ୍ରା ବୃଦ୍ଧି ପାଇଛି । ଗ୍ରୀଷ୍ମ ପ୍ରବାଭକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ କୋର୍ଟ ସକାଳୁଆ ଚାଲିବ । ସକାଳ ୭ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ କୋର୍ଟ କାର୍ଯ୍ୟ । ମଝିରେ କେବଳ ୧୦ ଟାରୁ ୧୦ ଟା ୩୦ ପର୍ଯ୍ୟନ୍ତ ଅଧଘଣ୍ଟା ବିରତି ରହିବ ।ତେବେ ବିଭିନ୍ନ ମାମଲାର ଶୁଣାଣି ସକାଳ ସାଢେ ୭ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ସାଢେ ୧୨ ଟା ପର୍ଯ୍ୟନ୍ତ ଚାଲିବ । କିନ୍ତୁ ପୁରୀ(ସଦର), ଭୁବନେଶ୍ୱର, ବ୍ରହ୍ମପୁର, ଛତ୍ରପୁର ଓ କୋରାପୁଟ (ସଦର) କୋର୍ଟ ପାଇଁ ଏହି ନିୟମ ଲାଗୁ ହେବନାହିଁ । ଏହି ନିୟମ ଗ୍ରୀଷ୍ମ ଅବକାଶର ଶେଷ କାର୍ଯ୍ୟ ଯାଏଁ ବଳବତ୍ତର ରହିବ । ଏନେଇ ସମସ୍ତ ଜିଲ୍ଲା ଜଜଙ୍କୁ ହାଇକୋର୍ଟ ଙ୍କ ରେଜିଷ୍ଟ୍ରାର ଚିଠି ଲେଖି ଅବଗତ କରିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.