Loading...

ଆଜି ନେପାଳ ପାଇବ ଦେଶର ନୂଆ ରାଷ୍ଟ୍ରପତି

ଆଜି ନେପାଳ ପାଇବ ଦେଶର ନୂଆ ରାଷ୍ଟ୍ରପତି

ଆଜି ନେପାଳରେ ରାଷ୍ଟ୍ରପତି ନିର୍ବାଚନ । ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି । ରାଷ୍ଟ୍ରପତି ପଦ ପାଇଁ ନେପାଳରେ ଆଜି ସକାଳ ୧୦ଟାରୁ ମତଦାନ ଆରମ୍ଭ ହେବ ।

ଆଜି ନେପାଳରେ ରାଷ୍ଟ୍ରପତି ନିର୍ବାଚନ । ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି । ରାଷ୍ଟ୍ରପତି ପଦ ପାଇଁ ନେପାଳରେ ଆଜି ସକାଳ ୧୦ଟାରୁ ମତଦାନ ଆରମ୍ଭ ହେବ । ଅପରାହ୍ନରେ ଭୋଟ ଗଣନା ହୋଇ ସନ୍ଧ୍ୟା ୭ଟା ସମୟରେ ଫଳାଫଳ ପ୍ରକାଶ ପାଇବ । ନେପାଳ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପଉଡେଲ ଓ ସିପିଏନ-ୟୁଏମଏଲ ନେତା ସୁବାଷ ଚନ୍ଦ୍ର ନେମବାଙ୍ଗ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି । ତେବେ ୮ଟି ଦଳର ସମର୍ଥନ ଥିବାରୁ ପୌଡେଲ ରାଷ୍ଟ୍ରପତି ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.