ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ନାଟୋ ସଦସ୍ୟତା ନିମନ୍ତେ ସ୍ୱେଡ଼େନ୍ ଓ ଫିନଲ୍ୟାଣ୍ଡ ଆସନ୍ତା ମେ’ ମାସରେ ଆବେଦନ କରିବେ। ଏନେଇ ଏକ ରିପୋର୍ଟ ପ୍ରକାଶ ପରେ ଆଲୋଚନା ଆରମ୍ଭ ହୋଇଯାଇଛି। ଏଭଳି ନ କରିବାକୁ ଓ କରିଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ରୁଷିଆ ବୈଦେଶୀକ ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜାଖାରୋଭା ଗତ ସପ୍ତାହରେ ଚେତାବନୀ ଦେଇଥିଲେ।
ନାଟୋ ସଦସ୍ୟତା ନିମନ୍ତେ ସ୍ୱେଡ଼େନ୍ ଓ ଫିନଲ୍ୟାଣ୍ଡ ଆସନ୍ତା ମେ’ ମାସରେ ଆବେଦନ କରିବେ। ଏନେଇ ଏକ ରିପୋର୍ଟ ପ୍ରକାଶ ପରେ ଆଲୋଚନା ଆରମ୍ଭ ହୋଇଯାଇଛି। ଏଭଳି ନ କରିବାକୁ ଓ କରିଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ରୁଷିଆ ବୈଦେଶୀକ ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜାଖାରୋଭା ଗତ ସପ୍ତାହରେ ଚେତାବନୀ ଦେଇଥିଲେ। ତେବେ ଆସନ୍ତା ମେ’ ୧୬ରୁ ୨୦ ତାରିଖ ଭିତରେ ଏହି ଦୁଇଦେଶ ନାଟୋରେ ସଦସ୍ୟତା ନିମନ୍ତେ ଆବେଦନ କରିବେ ବୋଲି ଜଣାପଡ଼ିଛି। ସ୍ୱେଡ଼େନର ରାଜା କାର୍ଲ ଏକ୍ସଭିଆ ଗୁଷ୍ଟାଫଙ୍କ ନିମନ୍ତ୍ରଣ କ୍ରମେ ଫିନଲ୍ୟାଣ୍ଡ ରାଷ୍ଟ୍ରପତି ସାଉଲି ନିନିଷ୍ଟୋ ଏହି ନିର୍ଦ୍ଧାରିତ ସପ୍ତାହର ୧୭ ଓ ୧୮ ତାରିଖରେ ସ୍ୱେଡ଼େନ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଅନେକ ଆବେଦନ ଉପରେ ଚୁକ୍ତି ସ୍ୱାକ୍ଷର ହୋଇପାରେ ବୋଲି ଜଣାପଡ଼ିଛି।ତେଣୁ ଗତ ସପ୍ତାହରେ ଉକ୍ତ ଦୁଇଦେଶକୁ ନାଟୋରେ ଯୋଗଦେଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ରୁଷ ଦେଇଥିବା ଚେତବାନୀ କିପରି ପ୍ରଭାବ ପକାଉଛି ଦେଖିବାର କଥା। ସୂଚନା ଥାଉକି, ଫେବୃଆରୀ ୨୪ ତାରିଖରେ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିଥିଲା। ଯାହା ପରେ ଏହି ଦୁଇଦେଶ ନାଟୋରେ ଯୋଗଦେବା ନେଇ ଚର୍ଚ୍ଚା ହୋଇଆସୁଛି। ଏହି ଦୁଇଦେଶ ନାଟୋରେ ସାମିଲ ହେବା ଆବେଦନକୁ ସ୍ୱାଗତ କରାଯାଇଥିବା ମଧ୍ୟ ପୂର୍ବରୁ ନାଟୋର ସଚିବ ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗ କହିଥିଲେ।+
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।