ହ୍ଵାଟ୍ସଆପରେ ଆସିଲା ନୂଆ ଫିଚର୍ସ, ଜାଣନ୍ତୁ କଣ
ପୂର୍ବରୁ ହ୍ଵାଟ୍ସଆପରେ କେବଳ ବାର୍ତ୍ତା, ଫଟୋ କିମ୍ବା ଭିଡିଓ ପଠାଇବା ପାଇଁ ସୁବିଧା ଥିଲା | ତା’ପରେ ସମୟ ସମୟରେ କମ୍ପାନୀ ଏହି ଆପରେ ବିଭିନ୍ନ ଆଣିଥିଲା, ଯାହା ଏହି ଆପକୁ ଲୋକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ କରିଥିଲା |
Loading...
ପୂର୍ବରୁ ହ୍ଵାଟ୍ସଆପରେ କେବଳ ବାର୍ତ୍ତା, ଫଟୋ କିମ୍ବା ଭିଡିଓ ପଠାଇବା ପାଇଁ ସୁବିଧା ଥିଲା | ତା’ପରେ ସମୟ ସମୟରେ କମ୍ପାନୀ ଏହି ଆପରେ ବିଭିନ୍ନ ଆଣିଥିଲା, ଯାହା ଏହି ଆପକୁ ଲୋକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ କରିଥିଲା |
ଶନିବାର ଦିନ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ଟୋଙ୍ଗା ନିକଟରେ ଆଖିଦୃଶିଆ ଢଙ୍ଗରେ ସମୁଦ୍ର ମଧ୍ୟସ୍ଥ ଗୋଟାଏ ଆଗ୍ନେୟଗିରି ଉଦ୍ଗୀରଣ ହେବାରୁ ବେଳାଭୂମି ଉପରକୁ ସୁନାମି ଢେଉ ମାଡ଼ିଗଲା ଏବଂ ଲୋକେ ଦୌଡ଼ା ଦୌଡ଼ି ହୋଇ ଉଚ୍ଚ ସ୍ଥାନକୁ ଚାଲିଯାଇଥିଲେ।
ଆତଙ୍କବାଦୀଙ୍କ ସହ ଲଢ଼ୁଥିବା ଓ ସୀମାରେ ନିଯୁକ୍ତ ସୈନିକମାନଙ୍କୁ ଅନେକ ପ୍ରକାର ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼େ।
ଭାରତର ପ୍ରଥମ ମଡେଲ ପର୍ଯ୍ୟଟନ ଗ୍ରାମ ଭାବରେ ପ୍ରଶଂସିତ ହୋଇଥିବା କୁମ୍ବାଲାଙ୍ଗି ବର୍ତ୍ତମାନ ଦେଶର ପ୍ରଥମ ସାନିଟାରୀ-ନାପକିନ୍ ମୁକ୍ତ ପଞ୍ଚାୟତ ହେବାକୁ ଯାଉଛି ।
ଟେଷ୍ଟ ଟିମ୍ର ଅଧିନାୟକ ପଦବୀ ଛାଡିଲେ ବିରାଟ କୋହଲି । ଟୁଇଟ କରି ସୂଚନା ଦେଲେ ବିରାଟ । ପୂର୍ବରୁ ଦିନିକିଆ ଓ ଟି-୨୦ କ୍ୟାପଟେନ୍ ପଦ ଛାଡିଥିବାବେଳେ ଆଜି ଟେଷ୍ଟ ପଦବୀ ପରିତ୍ୟାଗ କରିଥିବା ନେଇ ସୂଚନା ଦେଇଛନ୍ତି କୋହଲି । ବିରାଟ ଲେଖିଛନ୍ତି, ଦୀର୍ଘ ୭ ବର୍ଷ ଧରି କଠିନ ପରିଶ୍ରମ କରିଛି ।
ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ଛକରେ ଲାଗିଥିବା କିଓସ୍କରେ ଗତକାଲି ରାତିରେ ଅଶ୍ଲୀଳ ଭିଡିଓ ଚାଲିଥିବା ନେଇ ଅଭିଯୋଗ ହୋଇଛି।
ଗତବର୍ଷ ଏପ୍ରିଲ ମାସରେ ଚକୋଲେଟ୍ ‘ଟ୍ରାଭେଲ୍ସ ବ୍ରେକ୍’ ନାମରେ ଏକ ନୂଆ ଖୋଳରେ ଆସିଥିଲା।
କୋଭିଡ କଟକଣା ଭିତରେ ହେବ ସିଭିଲ ସର୍ଭିସ ପରୀକ୍ଷା । ଚଳିତ ମାସ ୨୦ ତାରିଖରୁ ସିଭିଲ୍ ସର୍ଭିସ୍ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୨୩ ତାରିଖ ଦିନ ଆସିଷ୍ଟାଣ୍ଟ ସର୍ଜନ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବ ।
ଦେଶରେ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ଏଣିକି ପ୍ରତିବର୍ଷ ଜାନୁଆରୀ ୨୩ ତାରିଖରୁ ଆରମ୍ଭ ହେବ ।
ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ପରେ ଏବେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି।
ଲକ୍ଷଣ ନ ଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ। ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ ।
ଓମିକ୍ରନ୍ ଆଣିଥିବା ଲହର୍ରେ କୋଭିଡ୍-୧୯ ଆକ୍ରାନ୍ତ ସାଙ୍ଘାତିକ ନ ହେବାର କାରଣ, ପୂର୍ବ ସଂକ୍ରମଣ କିଂବା ଟିକାକରଣ ଯୋଗୁଁ ହୋଇପାରେ।