ମୁଖ୍ୟମନ୍ତ୍ରୀ ଚିକିତ୍ସା ପାଣ୍ଠିକୁ ଟଙ୍କା ଫେରାଇଦେଲେ ଅଭିଷେକଙ୍କ ମହାପାତ୍ରଙ୍କ ପତ୍ନୀ ମୌସୁମୀ
ସ୍ୱାମୀର ମୃତ୍ୟୁ ପରେ ସବୁ ହରାଇ ଭାଙ୍ଗି ପଡ଼ିଥିଲେ ସ୍ତ୍ରୀ ମୌସୁମୀ। କିନ୍ତୁ ତାଙ୍କୁ ଅସୁବିଧା ସମୟରେ ଯେଉଁ ବଦାନ୍ୟ ବ୍ୟକ୍ତି ମାନେ ସହାୟତା କରିଥିଲେ, ତାଙ୍କୁ ସେ ଭୁଲିନଥିଲେ।
Loading...
ସ୍ୱାମୀର ମୃତ୍ୟୁ ପରେ ସବୁ ହରାଇ ଭାଙ୍ଗି ପଡ଼ିଥିଲେ ସ୍ତ୍ରୀ ମୌସୁମୀ। କିନ୍ତୁ ତାଙ୍କୁ ଅସୁବିଧା ସମୟରେ ଯେଉଁ ବଦାନ୍ୟ ବ୍ୟକ୍ତି ମାନେ ସହାୟତା କରିଥିଲେ, ତାଙ୍କୁ ସେ ଭୁଲିନଥିଲେ।
ପ୍ରକୃତ ଚା’ର ପରିଚୟ ତାର ପତ୍ର, ରଙ୍ଗ ଏବଂ ବାସ୍ନାରୁ ହୋଇଥାଏ | କିନ୍ତୁ ଉତ୍ପାଦନ ସମୟରେ ଚା’ର ଯେଉଁ ପତ୍ରଗୁଡ଼ିକ ଖରାପ ହୋଇଯାଏ, ତାକୁ ବ୍ୟବହାର ଯୋଗ୍ୟ କୁହାଯାଏ ନାହିଁ |
ତେଲୁଗୁ ଫିଲ୍ମ ‘ପୁଷ୍ପା’ରେ ନଜର ଆସିଛନ୍ତି ବରଗଡ଼ର ରାମକ୍ରିଷ୍ଣା ଓରଫ ଶତ୍ରୁ ।
ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ । ଫେବୃଆରୀ ୧୪ ପରିବର୍ତ୍ତେ ୨୦ରେ ହେବ ମତଦାନ ।
ଜାନୁଆରୀ ୩ରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ମାତ୍ର ୧୩ ଦିନରେ ୪୫ ପ୍ରତିଶତଙ୍କୁ ଟିକା ଦିଆସରିଛି ।
ସାରା ବିଶ୍ୱକୁ କଲବଲ କରି ରଖିଛି କରୋନା । କେବଳ ଯେ କରୋନା ନୁହେଁ ନୂଆ ନୂଆ ଭାରିଆଣ୍ଟ ମଧ୍ୟ ସବୁଠି ଆତଙ୍କ ସୃଷ୍ଟି କରିବାରେ ଲାଗିଛି ।
ବିଶିଷ୍ଟ ଶିକ୍ଷାବିତ, ଶିକ୍ଷା ସଂସ୍କାରକ, ନବପ୍ରବର୍ତ୍ତକ ଇଂଜିନିୟର ସୋନମ ୱାଙ୍ଗଚୁକ୍ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ବାଲୁକା କଳା ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।
ଆଗାମୀ ୩ଦିନ ଅସହ୍ୟ ଶୀତରେ ଥରିବ ଓଡିଶା। ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଧୀରେ ଧୀରେ କମି ୩ରୁ ୪ଡିଗ୍ରୀ ସେଲସିୟମ ତଳକୁ ଖସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
କେତେ ଗଣନା, କେତେ ଫନ୍ଦିଫିକର । ଗୋଟିଏ ପଟେ ଡିଜିଟାଲ କ୍ୟାମ୍ପେନ୍ ଅନ୍ୟପଟେ ପ୍ରାର୍ଥୀ ଚୟନର ଗୋଲକ ଧନ୍ଦା ।
ସାଧାରଣତନ୍ତ୍ର ଦିବସ ପରେଡରେ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଆଲୋକିତ କରିବା ପାଇଁ ପଶ୍ଚିମବଙ୍ଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରଜ୍ଞାପନ ମେଢ଼କୁ ବାଦ୍ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
ପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।