ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ନ୍ତ୍ରୀ କୈଳାଶ ଗେହଲଟଙ୍କୁ ୮ଟି ବିଭାଗ ଓ ରାଜକୁମାର ଆନନ୍ଦଙ୍କ ୭ଟି ବିଭାଗ , କୈଳାଶ ଗେହେଲଟଙ୍କୁ ଅର୍ଥ, ଯେଜାନା, ଶକ୍ତି, ଗୃହ, ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳ ବିଭାଗର ଦାୟିତ୍ୱ ଓ ରାଜକୁମାରଙ୍କୁ ଶିକ୍ଷା, ସଚେତନା, ପର୍ଯ୍ୟଟନ, କଳା ସଂସ୍କୃତି.ଭାଷା, ଶ୍ରମ, ରୋଜଗାର,ସ୍ୱାସ୍ଥ୍ୟ ଓ ଶିଳ୍ପଭଳି ଗୁରୁତ୍ୱଭଳି ବିଭାଗ ଦିଆଯାଇଛି ନାମ ଉପରାଜ୍ୟପାଳଙ୍କ ନିକଟକୁ ପଠାଇଥିବାବେଳେ ଉପରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି ।
ଦିଲ୍ଲୀ ସରକାର ସିସୋଦିଆଙ୍କ ଇସ୍ତଫା ପରେ ତାଙ୍କ ପାଖରେ ଥିବା ୧୮ଟି ବିଭାଗକୁ ଦୁଇ ଜଣମନ୍ତ୍ରୀଙ୍କ ମଧ୍ୟରେ ବାଣ୍ଟିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହି ଘୋଷଣା କରିବା ସମୟରେ ଦୃଢୋକ୍ତି ସହ କେଜ୍ରିୱାଲ କହିଛନ୍ତି କି ଆଗକୁ ଦ୍ରୁତ ଗତିରେ ଦିଲ୍ଲୀର ଜନତାଙ୍କ ପାଇଁ କାମ କରିବ ଆମ ଆଦମୀ ପାର୍ଟି । ସିସୋଦିଆଙ୍କ ଇସ୍ତଫା ପରେ ତାଙ୍କ ପାଖରେ ଥିବା ୧୮ଟି ବିଭାଗକୁ ଦୁଇ ଜଣମନ୍ତ୍ରୀଙ୍କ ମଧ୍ୟରେ ବାଣ୍ଟିଛନ୍ତି । ମନ୍ତ୍ରୀ କୈଳାଶ ଗେହଲଟଙ୍କୁ ୮ଟି ବିଭାଗ ଓ ରାଜକୁମାର ଆନନ୍ଦଙ୍କ ୭ଟି ବିଭାଗ , କୈଳାଶ ଗେହେଲଟଙ୍କୁ ଅର୍ଥ, ଯେଜାନା, ଶକ୍ତି, ଗୃହ, ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳ ବିଭାଗର ଦାୟିତ୍ୱ ଓ ରାଜକୁମାରଙ୍କୁ ଶିକ୍ଷା, ସଚେତନା, ପର୍ଯ୍ୟଟନ, କଳା ସଂସ୍କୃତି.ଭାଷା, ଶ୍ରମ, ରୋଜଗାର,ସ୍ୱାସ୍ଥ୍ୟ ଓ ଶିଳ୍ପଭଳି ଗୁରୁତ୍ୱଭଳି ବିଭାଗ ଦିଆଯାଇଛି ନାମ ଉପରାଜ୍ୟପାଳଙ୍କ ନିକଟକୁ ପଠାଇଥିବାବେଳେ ଉପରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି ।
ସୂଚନାଯୋଗ୍ୟ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପଦରୁ ମନୀଷ ସିସୋଦିଆ ଓ ସତେନ୍ଦ୍ର ଜୈନ ଇସ୍ତଫା ଦେଇଛନ୍ତି । ସେପଟେ ଦୁଇମନ୍ତ୍ରୀଙ୍କ ଇସ୍ତଫା ପଦକୁ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ନୈତିକତା ଦୃଷ୍ଟିରୁ ଦୁଇ ମନ୍ତ୍ରୀ ଇସ୍ତଫା ଦେଇଥିବା କହିଛନ୍ତି ସାଂସଦ ତଥା ଆପ ମୁଖପାତ୍ର ସଂଞ୍ଜୟ ସିଂ ।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।