Loading...

ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପଦରେ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ବରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେ

ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପଦରେ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ବରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେ

ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପଦରେ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ବରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେ। ୩୦୦୦ ପ୍ରାର୍ଥୀଙ୍କ ମଧ୍ୟରେ ବଛା ଯାଇଥିବା ମୋହିତ ପାଣ୍ଡେଙ୍କୁ ନିଯୁକ୍ତି ପୂର୍ବରୁ ଛଅମାସ ପ୍ରଶିକ୍ଷଣ ଦିଆଯିବ।

ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପଦରେ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ବରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେ। ୩୦୦୦ ପ୍ରାର୍ଥୀଙ୍କ ମଧ୍ୟରେ ବଛା ଯାଇଥିବା ମୋହିତ ପାଣ୍ଡେଙ୍କୁ ନିଯୁକ୍ତି ପୂର୍ବରୁ  ଛଅମାସ ପ୍ରଶିକ୍ଷଣ ଦିଆଯିବ। ଏହାପରେ ତାଙ୍କୁ ରାମ ମନ୍ଦିରର ପୂଜାରୀ ଭାବେ ନିଯୁକ୍ତି ମିଳିବ। 

ସୂଚନାନୁସାରେ, ଗାଜିଆବାଦସ୍ଥିତ ଦୁଧେଶ୍ବରନାଥ ମନ୍ଦିର ଉତ୍ତରପ୍ରଦେଶର ଗାଜିଆବାଦରେ ଅବସ୍ଥିତ, ଯାହା ରାଜ୍ୟର ପ୍ରମୁଖ ମନ୍ଦିର। ଏହି ମନ୍ଦିର ପରିସରରେ ଦୂଧେଶ୍ବର ବେଦ ବିଦ୍ୟାପୀଠ ଅଛି। ସାରା ଦେଶରୁ ବିଦ୍ୟାର୍ଥୀମାନେ ଆସି ଏଠାରେ ଅଧ୍ୟୟନ କରିଥାନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.