ଅଯୋଧ୍ୟାରେ ପହଞ୍ଚିଲା ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଶାଳଗ୍ରାମ ଶିଳାଖଣ୍ଡ
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
Loading...
କାଲିଠୁ ୟୁକ୍ରେନ ଉପରେ ବଡ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ରୁଷ ତରଫରୁ ଏହି ପ୍ରସ୍ତାବ ଦିଆଯାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ୟୁକ୍ରେନ ବର୍ତ୍ତମାନ ଏହି ପ୍ରସ୍ତାବକୁ ଏତେ ଶୀଘ୍ର ମାନିବ ନାହିଁ।
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚରମରେ ପହଞ୍ଚି ସାରିଛି। ରୁଷ ୟୁକ୍ରେନରେ ଖୁବ୍ ତାଣ୍ଡବଲୀଳା ମଚାଇଛି। ଘନ ଘନ ମିସାଇଲ ମାଡରେ ଥରହର ୟୁକ୍ରେନ। ତଥାପି ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ ରୁଷର ଏହି ପଡୋଶୀ ରାଷ୍ଟ୍ର। ଏ ପର୍ଯ୍ୟନ୍ତ ଅନେକ ସୈନିକଙ୍କ ମୃତ୍ୟୁ ଘଟି ସାରିଲାଣି। ଏବେ ଏହି ଧ୍ଵଂସଲୀଳା ପରେ ରୁଷ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ସଙ୍କେତ ଦେଇଛି। ସେଠାକାର ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଯଦି ୟୁକ୍ରେନର ସୈନିକ ଅସ୍ତ୍ର ଶସ୍ତ୍ର ପରିତ୍ୟାଗ କରିବେ ତେବେ ଆଲୋଚନା କରିବାକୁ ସେ ପ୍ରସ୍ତୁତ।
କାଲିଠୁ ୟୁକ୍ରେନ ଉପରେ ବଡ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ରୁଷ ତରଫରୁ ଏହି ପ୍ରସ୍ତାବ ଦିଆଯାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ୟୁକ୍ରେନ ବର୍ତ୍ତମାନ ଏହି ପ୍ରସ୍ତାବକୁ ଏତେ ଶୀଘ୍ର ମାନିବ ନାହିଁ। ମାତ୍ର ସ୍ଥିତିକୁ ଦେଖିଲେ ଶେଷରେ ଏହା ଜରିଆରେ ହିଁ ସମାଧାନର ରାସ୍ତା ବାହାରିପାରେ। ରୁଷ ପ୍ରଥମରୁ ଏହି ରଣନୀତି ଉପରେ କାମ କରୁଥିଲା ଯେ, ୟୁକ୍ରେନକୁ ପାଦ ତଳକୁ ଆଣିବା ସହ ଆତ୍ମ ସମର୍ପଣ କରିବାକୁ ବିବଶ କରାଯିବ। ତେବେ ୟୁକ୍ରେନ ରୁଷକୁ ଜବାବ ଦେଉଛି। ରୁଷର ଏହି ପ୍ରସ୍ତାବ ଉପରେ ଅଦ୍ୟାବଧି ୟୁକ୍ରେନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
ରୁଷର ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ସେନା ତରଫରୁ ୟୁକ୍ରେନର ଜନବହୁଳ ଅଞ୍ଚଳରେ ଆକ୍ରମଣ କରାଯାଉ ନାହିଁ। ସେଠାରେ ସ୍ଥିତ ଭିତ୍ତିଭୂମିକୁ କ୍ଷତି କରାଯାଉ ନାହିଁ। ଅନ୍ୟପଟେ ରୁଷକୁ ତାରି ଘରେ ବିରୋଧ ଆରମ୍ଭ ହୋଇ ଯାଇଛି। ରୁଷ ନାଗରିକ ସଡକକୁ ଓହ୍ଲାଇ ରାଷ୍ଟ୍ରପତି ପୁଟିନଙ୍କ ନୀତିକୁ କଡା ବିରୋଧ କରିଛନ୍ତି। ଏ ପର୍ଯ୍ୟନ୍ତ ରୁଷରେ ୧୭୦୦ ପ୍ରଦର୍ଶନକାରୀଙ୍କୁ ପୋଲିସ ଅଟକ ରଖିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଯାହା ମାର୍ଚ୍ଚ ୧ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।