୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍ଡେଟ୍
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
Loading...
ସରସ୍ୱତୀ ପୂଜା ପରେ ସ୍କୁଲ ଖୋଲିପାରେ । ଏ ଦିଗରେ ଉଚ୍ଚସ୍ତରୀୟ ଆଲୋଚନା ହୋଇଥିବା ଜଣାପଡ଼ିଛି ।
ରାଜ୍ୟରେ କରୋନା ସଂକ୍ରମଣ ହାର ଖସୁଛି । ୫ ହଜାର ତଳକୁ ଦୈନିକ ସଂକ୍ରମଣ ଖସି ଆସିଥିବାବେଳେ ଫେବ୍ରୁଆରି ମାସ ପାଇଁ ଜାରି ହେବାକୁ ଥିବା ଗାଇଡ୍ଲାଇନରେ କଟକଣା କୋହଳ ହେବା ସମ୍ଭାବନା ରହିଛି । ଏ ନେଇ ଉଚ୍ଚସ୍ତରରେ ବିଚାର ବିମର୍ଶ ହୋଇଥିବା ଜଣାପଡ଼ିଛି । ଆସନ୍ତା ଦୁଇଦିନ ଭିତରେ ଫେବ୍ରୁଆରି ମାସ ପାଇଁ ଗାଇଡଲାଇନ ଜାରି କରିବେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । ରାତ୍ରିକାଳୀନ କର୍ଫ୍ୟୁର ସମୟ ଅବଧିକୁ କମାଇବା ନେଇ ବିଚାର କରାଯାଉଛି । ସମ୍ଭବତଃ ଫେବ୍ରୁଆରିରୁ ରାତ୍ରି ୯ଟା ପରିବର୍ତ୍ତେ ୧୦ଟାରୁ କର୍ଫ୍ୟୁ ଲଗାଯାଇପାରେ ।
ସେହିପରି ସ୍କୁଲ ଖୋଲିବା ନେଇ ଆଲୋଚନା ହୋଇଛି । ସରସ୍ୱତୀ ପୂଜା ପରେ ସ୍କୁଲ ଖୋଲିପାରେ । ଏ ଦିଗରେ ଉଚ୍ଚସ୍ତରୀୟ ଆଲୋଚନା ହୋଇଥିବା ଜଣାପଡ଼ିଛି । ସଂକ୍ରମଣ କମୁଥିବାରୁ ବିବାହ ଓ ଶୁଦ୍ଧକର୍ମରେ କଟକଣା ସାମାନ୍ୟ କୋହଳ କରି ଲୋକଙ୍କ ଯୋଗଦାନ ସଂଖ୍ୟା ବଢ଼ାଯାଇପାରେ । ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥିତି ନେଇ ଥିବା କଟକଣା କୋହଳ ହେବା ସମ୍ଭାବନା ଅଛି । ତେବେ ସାମାଜିକ ଦୂରତା, ମାସ୍କ ବ୍ୟବହାର ନେଇ ଥିବା କଟକଣା ପୂର୍ବଭଳି ବଳବତ୍ତର ରହିବ ।
Shakespeare, in the beautiful garden, among the party. Some of the hall: in fact she was ever to.
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍ପୋଲ୍’ ଜାରି କରିଥିବା ‘ରେଡ୍ ନୋଟିସ୍’ ଆଧାରରେ ‘ମହାଦେବ ଅନ୍ଲାଇନ୍ ବେଟିଙ୍ଗ୍ ଆପ୍’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣଙ୍କୁ ସକାଳୁ ମିଳିବ ଅବଢ଼ା। ଏହାସହ ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବାନେଇ ସୂଚନା ଦେଇଛି ପ୍ରଶାସନ।